ବଲାଙ୍ଗୀର: ପୁଣି ଚାଷୀ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରୀ କରିଥିଵା ଚାଷୀମାନେ ଧାରଣା ଦେଇଛନ୍ତି। Read More >
farmers did not get their money from rice mandi Read More >
33 thousand 919 cr budget allocation for agriculture Read More >
ପାଣି ଅଭାବରେ ଧାନ ଫସଲ ଉଜୁଡ଼ି ଯାଇଥିବାରୁ ଜଣେ ଚାଷୀ ନିଜ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣାଟି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡ଼ାରେ ଘଟିଛି। Read More >
ଶିଳ୍ପ ପ୍ରତିଷ୍ଠା ହେବ, ଲୋକେ ନିଯୁକ୍ତି ପାଇବେ, କାରଖାନାରେ ରାଜ୍ୟର କଞ୍ଚାମାଲ ଲାଗିବ, ଚାଷୀ ଅଭାବୀ ବିକ୍ରିରୁ ବଞ୍ଚିବେ କହି ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ରାଜ୍ୟ ସରକାର। Read More >
ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାରୁ ବାଙ୍କୀରେ ଶତାଧିକ ଚାଷୀ ବାଙ୍କୀ-ତ୍ରିଶୂଳିଆ ରାଜରାସ୍ତାକୁ ଓଲ୍ଲହାଇଛନ୍ତି। ବୀମା ଯୋଜନାରୁ ବଞ୍ଚିତ ଚାଷୀମାନେ ନିଜ ଦାବି ପୂରଣକୁ ନେଇ ଆଜି ସକାଳେ ବାଙ୍କୀ ତମପଡ଼ା ବ୍ଲକ ପାଥପୁର ପଞ୍ଚାୟତ ରାଜରାସ୍ତାରେ ଧାରଣାରେ ବସିଛନ୍ତି। Read More >
ବର୍ଷା ଛାଡ଼ିବା ପରେ ଏବେ ଚାଷ ଜମି ବୁଡି ରହିଛି , ଆଉ ଚାଷୀମାନେ ମୁଣ୍ଡରେ ହାତ ଦେଇକି ବସିଛନ୍ତି। ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଥିବା ଯୋଗୁଁ ଧାନ ସହ ରବି ଫସଲ ଓ ପନିପରିବା ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। Read More >
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହାସହ ‘ମୋ ଘର’ ଯୋଜନାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । Read More >
ଉତ୍କଳ ଦିବସରେ ହିତାଧିକାରୀ ଚାଷୀଙ୍କ ଖାତାକୁ ଆସିଲା କାଳିଆ କିସ୍ତି । ଉତ୍କଳ ଦିବସ ଅବସରରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । Read More >
ଆଜି କେନ୍ଦ୍ର ପଠାଇବ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ ସମ୍ମାନ ନିଧି ଟଙ୍କା । ତେଣୁ ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାର ବେଲାଗାଭି ଠାରେ ଦେଶର ଚାଷୀଙ୍କୁ ଭେଟି ଦେବେ ପିଏମ କିଷାନ ସମ୍ମାନ ନିଧି ଟଙ୍କା । Read More >
ବକ୍ସ ଅଫିସ୍ରେ ‘ମିର୍ଜାପୁର’ର ସଫଳତା: ଶନିବାର ପୂରଣ ହେଲା ୩୦୦ କୋଟି, ୪୦୦ କୋଟି ଛୁଇଁପାରିବ କି କାଲୀନ୍ ଭାୟାଙ୍କ ଫିଲ୍ମ?
ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ, ଆକାଶରୁ ବର୍ଷିଲା ନିଆଁ, ୟୁକ୍ରେନ୍ ନିକ୍ଷେପ କଲା ୧୬୦୦+ ଡ୍ରୋନ୍
ପ୍ରତ୍ୟେକ ଆସନରେ ୨୭ ହଜାର ଭୋଟ୍, ମହିଳାଙ୍କୁ ୨ ଲକ୍ଷର ଋଣ… ଉତ୍ତର ପ୍ରଦେଶରେ ନିର୍ବାଚନୀ ବିଗୁଲ୍ ଫୁଙ୍କିଲେ ଅଖିଳେଶ ଯାଦବ
ଖୁବ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ : ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ