ବାଜିବ ସାହାନାଇଁ,ହାତକୁ ଦି ହାତ ହେବେ ଓଡ଼ିଆ ହାସ୍ୟ ଅଭିନେତା ଗୁଡୁ
Khabar Odisha:marry-in-Oriya-comedian-Gudu
ଭୁବନେଶ୍ୱର,ଜୁଲାଇ 26(ଖବର ଓଡ଼ିଶା):

କରୋନା କଟକଣା ମଧ୍ୟରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ହାସ୍ୟ ଅଭିନେତା ଗୁଡ଼ୁ । ଓଡ଼ିଆ ଚଳଚ୍ଚିତ୍ରରେ ଖୁବ୍ କମ୍ ବୟସରେ ଲୋକମାନଙ୍କ ହୃଦୟରେ ସେ ରାଜ୍ କରିପାରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ସେ ତାଙ୍କର ବାନ୍ଧବୀଙ୍କୁ ଜୀବନ ସାଥୀ କରିବାକୁ ଯାଉଛନ୍ତି ।ଦୁଇ ଜଣ ପରସ୍ପରକୁ @ûMeê ଜାଣିଛନ୍ତି ଏବଂ ଦୁଇ ପରିବାର ସହମ୍ମତି କ୍ରମେ ଏହି ବିବାହ ହେବାକୁ ଯାଉଛି ।

ସେ ଯେଉଁ ଝିଅକୁ ବିବହ କରିବାକୁ ଯାଉଛନ୍ତି ତାଙ୍କ ନାଁ ହେଉଛି ପିଙ୍କି । ତେବେ କରୋନା କଟକଣା ପାଇଁ ଉଭୟ ପରିବାର ପକ୍ଷରୁ କମ୍ ଅତିଥି ଏଥିରେ ଯୋଗ ଦେବେ ବୋଲି ସୁଚନା ରହିଛି

  • Tags:

Subscribe

National International State Sports Entertainment