ଆସୁଛି ‘ସ୍ତ୍ରୀ ୨’ । ସ୍ତ୍ରୀର ପ୍ରଥମ ଭାଗ ଭଲ ପ୍ରଦର୍ଶନ ପରେ ଏବେ ଆସୁଛି ‘ସ୍ତ୍ରୀ ୨’ । ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ମଙ୍ଗଳବାର ଫିଲ୍ମର ଟିଜର ରିଲିଜ୍ ହୋଇଛି। ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବାବେଳେ ଫିଲ୍ମକୁ ନେଇ ଉତ୍ସାହ ଦୁଇଗୁଣା ହୋଇଯାଇଛି। ଏହି ଫିଲ୍ମରେ ରାଜକୁମାର ରାଓ, ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ ଆକ୍ଟିଂ କରୁଛନ୍ତି ।
ଅଧିକା ପଢନ୍ତୁ:୫୦ ବର୍ଷରେ ପାଦ ରଖିଲେ କରିସ୍ମା