ସୁନା କ୍ରେତାଙ୍କୁ ଝଟକା, 50 ହଜାର ଛୁଇଁଲା ସୁନା ଦର
Khabar Odisha:Gold-price-hike-in-India
ନୂଆଦିଲ୍ଲୀ, ଜୁନ 26 (ଖବର ଓଡ଼ିଶା):

 ସୁନା କ୍ରେତାଙ୍କୁ ଝଟକା ।ଦେଶରେ ସୁନାଦର ଆକାଶଛୁଆଁ । ପେଟ୍ରୋଲ, ଡିଜେଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ମଧ୍ୟ ସୁନାଦର ଛୁଇଁଛି ୫୦ ହଜାର ।

କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ହୋଇଛି ।ଦିଲ୍ଲୀ ସରଫା ବଜାରରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ୨୪ କ୍ୟାରେଟ ସୁନାଦର  ୫୦ ହଜାର ଛୁଇଁଛି।କରୋନା ଯୋଗୁ ବାହାର ଦେଶରୁ ଆମଦାନୀ ବନ୍ଦ ରହିଛି ।ତେଣୁ ସୁନା ଦର ବଢିଛି । ନିବେଶକ ମାନେ ମଧ୍ୟ ସୁନରେ ପୁଞ୍ଜି ବିନିଯୋଗ କରୁଛନ୍ତି ।

  • Tags:

Subscribe

National International State Sports Entertainment