ଆରପିଆଇର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ କରୋନା ପଜିଟିଭ
Khabar Odisha:ramdas-athawale-found-covid-positive
ନୂଆଦିଲ୍ଲୀ,ଅକ୍ଟୋବର ୨୭ (ଖବର ଓଡ଼ିଶା)

ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ରାମଦାସ ଅଠାବଲେ ଗତକାଲି ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ଦେଇଥିଲେ। ଏହା ପରେ ତାଙ୍କର କଫ ଏବଂ ଶରୀର ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ୍ ହୋଇଥିଲା।ଯାହା ଆଜି ପଜିଟିଭ୍ ଥିବା ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment