ପତ୍ନୀଙ୍କ ଅକଥନୀୟ ନିର୍ଯାତନା ଏବଂ ମାରିଦେବା ଧମକରେ ଅତିଷ୍ଠ ହୋଇ ଜଣେ ଓକିଲ ସ୍ୱାମୀ ଘର ଛାଡ଼ି ନିଖୋଜ ହୋଇଯାଇଛନ୍ତି। Read More >
ଗୋଟିଏ ବିଲେଇ ମନ୍ଦିରରେ ତିନି ଧରି ଶନି ଦେବଙ୍କ ପରିକ୍ରମା କରୁଛି । ଏମିତିକି କେହି ଭକ୍ତ ମଧ୍ୟ ଆସିଲେ ସେ ଡରୁ ନାହିଁ କିମ୍ବା ପଳାଇ ଯାଉ ନାହିଁ । ବରଂ ସେ ନିଜର ପରିକ୍ରମା ଜାରି ରଖୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । Read More >
ସାଧାରଣତଃ କହିବାକୁ ଗଲେ ଯଦି କେହି ଅପରାଧ କରେ , ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ । Read More >
ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ଅଛି | ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ | Read More >
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଏମିତି କି ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। Read More >
ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର ନାଁ ହେଉଛି ଲିଙ୍କନ ପାର୍କ ହାଇସ୍କୁଲ । Read More >
ବାହା ହେଲେ ହରିୟାଣାର IITian ବାବା ଅଭୟ ସିଂହ,ଜାଣନ୍ତୁ ପତ୍ନୀ କରନ୍ତି କଣ କାମ
ବଦଳିବ ଶିକ୍ଷାର ଚିତ୍ର; ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ
ବାପା-ପୁଅ ହାଜତ ମୃତ୍ୟୁ ମାମଲାରେ ମଦୁରାଇ କୋର୍ଟଙ୍କ ଐତିହାସିକ ରାୟ, ୯ ପୋଲିସଙ୍କୁ ମୃତ୍ୟୁ ଦଣ୍ଡାଦେଶ
୮ ଘଣ୍ଟା ଖାଡ଼ା ଉପାସ ବାବା ଲିଙ୍ଗରାଜ, ବୈଠକ ପରେ ନୀତିକାନ୍ତି ସ୍ୱାଭାବିକ