ଭୁବନେଶ୍ୱର: ଓଡ଼ିଶା ଏବଂ ଓଡ଼ିଶା ପୋଲିସର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି । ରାଜ୍ୟକୁ ମିଳିଛି ପ୍ରଥମ ତିନି ମହିଳା ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (ଏନଏସଜି) କମାଣ୍ଡୋ । ଢେଙ୍କାନାଳ ପୋଲିସ ଜିଲ୍ଲାର ଅନିଷା ସିଂହ, ବଲାଙ୍ଗୀରର ପିଙ୍କି ସାହୁ ଓ ନବରଙ୍ଗପରୁର ରାମେଶ୍ରୀ ହାଲବା । ଏହି ତିନି ମହିଳା କନଷ୍ଟେବଳ ପ୍ରଥମ ମହିଳା କମାଣ୍ଡୋ କନଭର୍ସନ କୋର୍ସ ସଫଳତାର ଶେଷ କରିଛନ୍ତି ।
Read More >