ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଓ ପ୍ରବେଶ ପାଇଁ ପୁରୀବାସୀଙ୍କ ଆନ୍ଦୋଳନ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ପ୍ରଣୟନ ଦାବିରେ ପୁରୀବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ତଥା ନୀରବ ସତ୍ୟାଗ୍ରହ ଜାରି ରହିଛି
Read More >