ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡି ପଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁରେ ଘଟିଛି । Read More >
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଲେଖନପୁର ଗାଁରେ ବାଣ ବଷ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡରେ ଦୁଇଟି ଘର ସହ ଆଖପାଖ ଅଂଚଳର ବହୁ ପାଳଗଦା ଜଳିପୋଡି ପାଉଁଶ ହୋଇଛି । ଏହି ବିଷ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । Read More >
ସୋନପୁର-ସମ୍ବଲପୁର ଜାତୀୟ ରାଜପଥ ବାଘଲପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁଇଟି ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । Read More >
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ' କରିଥିଲେ Read More >
ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ନିଜ ବାଡ଼ି ପଛପଟେ ପାଣି ପମ୍ପ ଲଗାଇବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଯାହାଫଳରେ ତାଙ୍କର ଜୀବନ ଚାଲିଯାଇଛି । Read More >
ଛତିଶଗଡ଼ରେ ନକ୍ସଲ ନିରୋଧୀ ଅଭିଯାନ ଜାରି ଥିବାବେଳେ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଶୁକ୍ରବାର ଏନକାଉଣ୍ଟରରେ ପ୍ରାୟ ୯୦୦ ଯବାନ ବିଜାପୁର ଜିଲ୍ଲା ଗଙ୍ଗାଲୁର ପିଡିଆ ଜଙ୍ଗଲରେ ନକ୍ସଲଙ୍କୁ ଘେରି ଯାଇଥିଲେ । Read More >
କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ହୋଇଯାଇଛି । ଏଥିପାଇଁ ଉତ୍ସବମୁଖର ହୋଇଉଠିଥିଲା ସାରା ଅଞ୍ଚଳ । ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଯାଇଛି । Read More >
ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ସମାପନ ହୋଇଛି । ପବିତ୍ର ଅକ୍ଷୟ ତୄତୟା ତିଥିରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୁକ୍ରବାର ଅନୁକୂଳ ହୋଇଛି । Read More >
Akshay trutiya Read More >
ଡକାୟତି କରିବା ପଡିଲା ମହଙ୍ଗା । ଡକାୟତ ମାନେ ଅଭିନବ ଉପାୟରେ କରୁଥିଲେ ଡକାୟତି । ଲଙ୍କା ଗୁଣ୍ତ ପକାଇ କରୁଥିଲେ ଡକାୟତ । ହେଲେ ପୋଲିସ କଲା ଡକାୟତି ଯୋଜନା ପଣ୍ତ । Read More >
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଖମାରରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସଂକଳ୍ପ ପତ୍ର ଓ ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ Read More >
ଶନିବାର ଫୁଲବାଣୀ ଆସୁଛନ୍ତି ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ସେ ପୁଣି କନ୍ଧମାଳ ପରି ଅପହଞ୍ଚ ଆଦିବାସୀ ଇଲାକାକୁ। Read More >
ତୃତୀୟ ସନ୍ତାନ ପାଇଁ ମହିଳାଙ୍କୁ ମିଳିଲାନି ପ୍ରସୂତୀକାଳୀନ ଛୁଟି, ଏବେ ବମ୍ବେ ହାଇକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ
ଜେଲରୁ ବାହାରିଲା ପରେ ପ୍ରଭୁ ହନୁମାନଙ୍କ ଶରଣ ନେଲେ ଅରବିନ୍ଦ କେଜ୍ରିୱାଲ, ସନ୍ଧ୍ୟାରେ କରିବେ ମେଗା ରୋଡ ଶୋ’
ଘର କାନ୍ଥ ପଡ଼ି ବୃଦ୍ଧା ମୃତ
ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ