ଆପଣଙ୍କ ବଦଳରେ ସଂପୃକ୍ତ ଜିଲ୍ଲାପାଳ ଉତର ଦେଲେ କେମିତି ହୁଅନ୍ତା
Khabar Odisha:Pradeep-Maharathy-Farmer-Suicide-Assembly-Agriculture-Minister
ବରଗଡ ଜିଲ୍ଲାରେ ଚାଷୀ ହାଡୁ ବଗର୍ତୀଙ୍କ ମୃତ୍ୟୁ ସମ୍ପର୍କରେ ବିଧାନସଭାରେ ବକ୍ତବ୍ୟ ପରେ ଦେଖା ଯାଇଥିବା ବିବାଦ ପରେ କୃଷି ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାପାଳ ଯାହା ରିପୋର୍ଟ ଦେଇଛନ୍ତି ତାକୁ ହିଁ ସେ କହିଛନ୍ତି ।
 
ମାନ୍ୟବର କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିବେ କି  ଆଗାମୀ ଦିନରେ  ଯଦି ଏପରି କୌଣସି ଉତର ତାଙ୍କୁ ବିଧାନସଭାରେ ଦେବାକୁ ପଡେ ତେବେ  ସେ କାହିଁକି ବକ୍ତବ୍ୟ ଦେବେ ?  ଆପଣଙ୍କ ବଦଳରେ ସଂପୃକ୍ତ ଜିଲ୍ଲାପାଳ ଉତର ଦେଲେ କେମିତି ହୁଅନ୍ତା ?   

- ଚିତ୍ରଗୁପ୍ତ
  • Tags:

Subscribe

National International State Sports Entertainment