ଦେଓଗଡ଼ ଜିଲ୍ଲାର ତିଲେଇବନି ବ୍ଲକ୍ ଅନ୍ତର୍ଗତ ଟlଇସର ଗ୍ରାମ ପଞ୍ଚାୟତ ଓ କଲଣ୍ଡl ଗ୍ରାମ ପଞ୍ଚାୟତର ବିଭିନ୍ନ ସାହି, ପଡ଼l ଠାରେ ଘରକୁ ଘର ବୁକି କ୍ୟାମ୍ପନିଙ୍ଗ କରିଛନ୍ତି ଶ୍ରୀମତି ମୂର୍ଦୂଳl ଠାକୁର୍ ପ୍ରଧାନ | Read More >
କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। Read More >
କଂଗ୍ରେସ ଜାଣିଛି ଯେ, ବିକାଶରେ ମୋଦୀଙ୍କ ମୁକାବିଲା କରିପାରିବ ନାହିଁ । ଏଥି ପାଇଁ ନିର୍ବାଚନରେ ମିଛ କାରଖାନା ଖୋଲି ବସିଛି । ମିଛ କହି ଭୋଟ୍ ନେବାକୁ ଚାହୁଁଛି । କେବେ ସଂରକ୍ଷଣକୁ ନେଇ ମିଛି, କେବେ ସମ୍ବିଧାନକୁ ନେଇ... Read More >
ସାଧାରଣ ନିର୍ବାଚନ-୨୦୨୪ ପାଇଁ ଏପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ... Read More >
ଆଜି ହେଉଛି କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନଟି ଚାଷ କାର୍ଯ୍ୟ ଅନୁକୂଳ ପାଇଁ ମାଟି କୁ ସବୁଠି ପୂଜା କରାଯାଇଛି । Read More >
ସଚେତନ ହେଲେଣି ଭୋଟର , ନିଜ ହକ ପାଇଁ ନେତା ଙ୍କ ମୁହଁରେ ଜବାବ ବି ଦେବା ଶିଖିଲେଣୀ ଭୋଟର । ଯେତେବେଳେ ନିର୍ବାଚନ ଆସେ ନେତାଙ୍କ ପ୍ରତିଶୃତି ମନେପଡେ ହେଲେ ପରେ ଭୋଟରଙ୍କୁ ଭୁଲିଯାଆନ୍ତି ନେତା ସେଥିପାଇଁ ଜନତାଙ୍କ ରୋଷର ଶିକାର ହେବାକୁ ପଡେ । Read More >
ରାଜଧାନୀରେ ହେବ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ' । ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ରାମ ମନ୍ଦିରଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ଼ ସୋ' । ଏଥିପାଇଁ ନୋ-ଭେଇକିଲ୍ ଜୋନ୍ ଭାବେ ସିଲ୍ ହେବ ରାମ ମନ୍ଦିର ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କମିଶନରେଟ ପୋଲିସ ଏଭଳି ନିଷ୍ପତ୍ତି ନେଇଛନ୍ତି Read More >
ଗୁରୁବାର ସମ୍ବଲପୁର ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Read More >
ବିଜେପି ନିର୍ବାଚନୀ ପ୍ରଚାର କରିବା ପାଇଁ ଆଜି ଓଡିଶାରେ ଆସି ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । Read More >
ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ । ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । Read More >
ପୁରୀ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ପ୍ରଚାର ବେଳେ ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି Read More >
ଆଜି ଉନ୍ମୋଚିତ ହୋଇଛି ବିଜେପି ସଂକଳ୍ପପତ୍ର। ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପପତ୍ର’ ଉନ୍ମୋଚନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। Read More >
ଦୁଇ ବସ୍ ମୁହାଁମୁହିଁ ଧକ୍କା, ଅନେକ ଅହତ
ଆଜି ମୋଦିଙ୍କ ମାରାଥନ ପ୍ରଚାର : ଫୁଲବାଣୀ, ବରଗଡ଼, ବଲାଙ୍ଗିରରେ କରିବେ ସଂକଳ୍ପ ସମାବେଶ
କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ...
ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ