ଦେଓଗଡ଼ ଜିଲ୍ଲାର ତିଲେଇବନି ବ୍ଲକ୍ ଅନ୍ତର୍ଗତ ଟlଇସର ଗ୍ରାମ ପଞ୍ଚାୟତ ଓ କଲଣ୍ଡl ଗ୍ରାମ ପଞ୍ଚାୟତର ବିଭିନ୍ନ ସାହି, ପଡ଼l ଠାରେ ଘରକୁ ଘର ବୁକି କ୍ୟାମ୍ପନିଙ୍ଗ କରିଛନ୍ତି ଶ୍ରୀମତି ମୂର୍ଦୂଳl ଠାକୁର୍ ପ୍ରଧାନ | ଏକ ନlରି ଶକ୍ତି ବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭାକୁ ସମ୍ବୋଧିତ କରିଥିଲେ |
ଏହି କ୍ୟାମ୍ପନିଙ୍ଗରେ ରାଜ୍ୟରୁ ଆସିଥିବା ମହିଳା ମୋର୍ଚ୍ଚା ର ସମ୍ପାଦିକା ରଶ୍ମିରେଖା ଦାସ ଦେଓଗଡ଼ ଜିଲ୍ଲା ତିଲେଇବନି ବ୍ଲକ୍ ର ଅଧ୍ୟକ୍ଷା ଶ୍ରୀମତୀ ବୃନ୍ଦାବତି ଭଇ, ଉପାଧ୍ୟକ୍ଷା ଶ୍ରୀମତି ଆରତୀ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ | ଗଣମାଧ୍ୟମକୁ ଶ୍ରୀମତୀ ଠାକୁର କହିଛନ୍ତି ଯେ ଭlରତର ପ୍ରଧାନମନ୍ତ୍ରୀଙ୍କ ବିକାଶ ଗ୍ୟାରେଣ୍ଟି ଦିଅନ୍ତି , ମୋଦି ଜି ଯାହା କହୁନ୍ତି ତାହା କରନ୍ତି | ମା ମାନେ ଜାଣି ଗଲେଣି ବିକାଶ ମୋଦି ଜି ହିଁ କରୁଛନ୍ତି |