ଯଦି ଆପଣଙ୍କୁ ପଚରାଯାଏ ଯେ ଦୁନିଆରେ କ’ଣ ଏମିତି କୌଣସି ମେସିନ୍ ଅଛି, ଯାହା ସବୁବେଳେ ଷ୍ଟାର୍ଟ ରହିଥାଏ? ଚାଲୁ ରହିଥାଏ, ବନ୍ଦ କରାଯାଏ ନାହିଁ। ତେବେ ଏହାର ଉତ୍ତର ହେଉଛି ହଁ, ଦୁନିଆରେ ଏମିତି ଏକ ମେସିନ୍ ଅଛି, ଯାହାକୁ ସବୁବେଳେ ଅନ୍ ରଖାଯାଏ। ବନ୍ଦ କରାଯାଏ ନାହିଁ। Read More >
କର୍ପୂର ହେଉଛି ଏମିତି ଏକ ପଦାର୍ଥ ଯାହା ସିନାମୋମମ୍ କ୍ୟାମ୍ଫୋରା ଗଛର କାଠରୁ ମିଳିଥାଏ। ଏହାକୁ ଡିଷ୍ଟିଲେସନ୍ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଏ, ଯାହାଦ୍ୱାରା ଏହା ସ୍ଫଟିକ ବା କ୍ରିଷ୍ଟାଲ୍ ଭଳି ହୋଇଯାଏ। Read More >
ଆଜିର ସମୟରେ ଅନେକ ଲୋକଙ୍କର ଅଧିକ ଚିନ୍ତା କରିବା ବା 'ଓଭରଥିଙ୍କିଙ୍ଗ୍' ଅଭ୍ୟାସ ରହିଛି। ଏହାକୁ ସାଧାରଣ ମନେକରି ଅଣଦେଖା କରିବା ଅନୁଚିତ, କାରଣ ଏହି ଅଭ୍ୟାସ ଧୀରେ ଧୀରେ ଅନେକ ରୋଗର କାରଣ ସାଜିପାରେ। Read More >
ଦିନକୁ ଦିନ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି। ଯାହାଫଳରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ। ଖରା ପ୍ରାୟତଃ ଶରୀରରେ ଉପରେ ଅଧିକ ପ୍ରଭାବ ପକାଇଥାଏ। ଖରା କାରଣରୁ ମୁହଁରେ ମଧ୍ୟ ଦାଗ, କଳାପଣ, ଟ୍ୟାନ ଭଳି ସମସ୍ୟା Read More >
ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନ ଇମବାଲାନ୍ସ ହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ । ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ । Read More >
ଓଜନ କମାଇବା ପାଇଁ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ମନରେ ସବୁବେଳେ ଏକ ପ୍ରଶ୍ନ ଥାଏ ଯେ ଦୌଡ଼ିବା ଭଲ ନା ଚାଲିବା? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଉଭୟ ଚାଲିବା ଏବଂ ଦୌଡ଼ିବା ଦ୍ୱାରା ଓଜନ ହ୍ରାସ ପାଇବା ସହ ବିଏମଆଇ (BMI) ନିୟନ୍ତ୍ରିତ ରହିଥାଏ। କିନ୍ତୁ ଯଦି ଆପଣ ଶୀଘ୍ର ଫଳାଫଳ ଚାହୁଁଛନ୍ତି, ତେବେ ଦୌଡ଼ିବା ଅଧିକ ଶକ୍ତିଶାଳୀ ମାଧ୍ୟମ। Read More >
ଭାରତରେ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢିବା ସହ ଏବେ ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ସାମ୍ନାକୁ ଆସିଛି। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତି ୪ ଜଣ ମଧୁମେହ ରୋଗୀଙ୍କ ମଧ୍ୟରୁ ଜଣେ 'ଲିଭର ଫାଇବ୍ରୋସିସ୍' ବା ଯକୃତରେ ସଂକ୍ରମଣ ଜନିତ ସମସ୍ୟାରେ ପୀଡ଼ିତ। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ରୋଗୀମାନଙ୍କ ମଧ୍ୟରେ କୌଣସି ବାହ୍ୟ ଲକ୍ଷଣ ଦେଖାଯାଉ ନାହିଁ। Read More >
ସୁସ୍ଥ ରହିବା ପାଇଁ ଖାଦ୍ୟପେୟର ସଠିକ୍ ହେବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସ ର ସେବନ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହି ତାଲିକାରେ 'ଅଞ୍ଜିର' ଏକ ଏମିତି ଫଳ ଯାହା ପୋଷକ ତତ୍ତ୍ୱରେ ଭରପୂର। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ମାତ୍ର ୨ଟି ଅଞ୍ଜିର ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। Read More >
ରାଜ୍ୟରେ ଅନୁଭୂତ ହେଲାଣି ଅସହ୍ୟ ତାତି। ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ତେବେ ଖରାଦିନେ କୌଣସି ବି କାମ କଲେ ଆମ ଦେହରୁ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ଝାଳ ବାହାରିବା ଖୁବ୍ ସାଧାରଣ କଥା । କିନ୍ତୁ ଅନେକ ସମୟରେ ଝାଳ ବାହାରିବା କାରଣରୁ ଆମକୁ ଖରାପ ଅନୁଭବ ହୋଇଥାଏ। ଏପରିକି ଆମ ଶରୀରରୁ ଦୁର୍ଗନ୍ଧ ମଧ୍ୟ ନିର୍ଗତ ହୋଇଥାଏ। Read More >
ମଣିଷ ଜୀବନରେ ଖୁସି ରହିବା ପାଇଁ ସବୁଠୁ ଅଧିକ କ’ଣ ଦରକାର? ଟଙ୍କା, ସଫଳତା ନା ସୁସ୍ଥ ଶରୀର? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକମାନେ ଦୀର୍ଘ ୮୮ ବର୍ଷ ଧରି ଏକ ଅଧ୍ୟୟନ ଚଳାଇଥିଲେ। ହାର୍ଭାର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏହି 'ହାର୍ଭାର୍ଡ ଷ୍ଟଡି ଅଫ୍ ଆଡଲ୍ଟ ଡେଭଲପମେଣ୍ଟ' ବିଶ୍ୱର ସବୁଠୁ ଲମ୍ବା ସମୟ ଧରି ଚାଲିଥିବା ମନସ୍ତାତ୍ବିକ ଗବେଷଣା। ଏଥିରୁ ଯେଉଁ ସିଦ୍ଧାନ୍ତ ମିଳିଛି, ତାହା ଆପଣଙ୍କୁ ଚକିତ କରିଦେବ। Read More >
ଆନଜାଇଟି ଅନୁଭବ ହେବା, ରାତିରେ ନିଦ ନ ଆସିବା... ଭଳି ସମସ୍ୟା ଏବେ ବହୁତ ଅଧିକ ଦେଖିବାକୁ ମିଳୁଛି। ଏହା ପଛର କାରଣ ହେଉଛି ଆଜିକାଲି ସମୟରେ ବ୍ୟକ୍ତିଗତ ସହିତ ବୃତ୍ତିଗତ ଜୀବନରେ ମଧ୍ୟ ବହୁତ ଅଧିକ ଚାପ ରହିବା। ଆପଣ ମଧ୍ୟ ଯଦି କେବେ କେବେ ଏହିଭଳି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ କେବଳ ଏକ ସାଧାରଣ ଉପାୟ ଆପଣଙ୍କୁ ଏଥିରୁ ତୁରନ୍ତ ଆରାମ ଦେବାରେ ସାହାଯ୍ୟ କରିପାରିବ। Read More >
CDSCO ପକ୍ଷରୁ ବଜାରରେ ବିନା ଅନୁମତିରେ ବିକ୍ରି ହେଉଥିବା 'ଡ୍ରାଏ ଆଇଜ୍' ଆଇ ଡ୍ରପ୍ସ ଉପରେ ତୁରନ୍ତ ରୋକ ଲଗାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଡ୍ରପ୍ସଗୁଡ଼ିକ ଆଖିର ଗୁରୁତର କ୍ଷତି କରିପାରେ। ଏହା ସହିତ ଏହି ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। Read More >
ଯାଜପୁର ଗୁଳିକାଣ୍ଡରେ ଯୁବକ ମୃତ; କିଏ ମାରିଲା ଗୁଳି, ବଢୁଛି ସସ୍ପେନ୍ସ
କଂଗ୍ରେସରୁ ଅଲଗା ହେବା ପରେ ବଡ଼ ପଦକ୍ଷେପ: ନବଜୋତ ସିଂହ ସିଦ୍ଧୁଙ୍କ ନୂଆ ଦଳ ଘୋଷଣା
ଗଞ୍ଜାମରେ ପୁଣି ଆତଙ୍କ; ସୁନା ଦୋକାନୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି
ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜରୁ ଟୋଲ୍ ଆଦାୟ କରିପାରେ ଆମେରିକା