ଉଦ୍‌ଘାଟନ ହେଲା ୪ଡି ଥିଏଟର ହଲ୍‌
Khabar Odisha:4d-theater-inagurated-by-naveen-patnaik
କଟକ,ଏପ୍ରିଲ୨୧(ଖବର ଓଡିଶା): ଉଦ୍‌ଘାଟିତ ହେଲା କଟକ ୪ଡି-ଏସ୍‌ଏଫ୍‌ଏକ୍ସ ଥିଏଟର ହଲ୍‌ । ଜୋବ୍ରା ନୌବାଣିଜ୍ୟ ସଂଗ୍ରାହଳୟ ପରିସରରେ ଏହି ଥିଏଟର ଉଦ୍‌ଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଅତ୍ୟାଧୁନିକ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି ଏହି ୪ଡି ଥିଏଟର ।  
 
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୮ ସିଟ୍‌ ବିଶିଷ୍ଟ ଏହି ଥିଏଟର୍‌କୁ ପୂର୍ବାହ୍ନ ୧୧ଟା ବେଳେ ଉଦ୍‌ଘାଟନ କରିଛନ୍ତି । ଏହି ଅତ୍ୟାଧୁନିକ ଥିଏଟର୍‌ରେ ରହିଛି ଓ୍ୱାଟର୍‌ ଫଲ୍‌ ଓ ସ୍ନୋ ଫଲ୍‌ର ବ୍ୟବସ୍ଥା । ମୋସନ୍‌ ଚେୟାର୍‌ ମଧ୍ୟ ରହିଛି ଏହି ଥିଏଟର୍‌ରେ । 
  • Tags:

Subscribe

National International State Sports Entertainment