ନଭେମ୍ବରରୁ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ; ଫେରୁଛି ଇଣ୍ଡିଗୋର ସିଧା ଫ୍ଲାଇଟ୍, ଓଡ଼ିଶାକୁ ବଢ଼ିବ ଆନ୍ତର୍ଜାତିକ ସଂଯୋଗ
ଲକ୍ଷ୍ନୌ ସବୁଠାରୁ ସ୍ୱଚ୍ଛ ବାୟୁ, ଶ୍ରେଷ୍ଠ ୫ରେ ମଧ୍ୟ ପ୍ରଦେଶର ୩ ସହର
ବିମାନ ବାତିଲକୁ ନେଇ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଏୟାରପୋର୍ଟ; ଭାଙ୍ଗିଲେ କମ୍ପ୍ୟୁଟର, ସ୍କାନର, ଯାତ୍ରୀଙ୍କ ହଙ୍ଗାମା
ପୁଣି ବାଲିଅନ୍ତାରେ ବର୍ବରତା: ଜଣଙ୍କୁ ମରଣାନ୍ତକ ଆକ୍ରମଣ, ତାତିଲେ ଗ୍ରାମବାସୀ
ବିଶ୍ୱ ହାତୀ ଦିବସରେ ନନ୍ଦନକାନନରେ ଜମିଲା ଭୋଜି: ଫଳ ଖାଇଲେ ୪ ହାତୀ, ସେଲିବ୍ରେସନ୍ରେ ମତୁଆଲା ‘ଗଜରାଜ’
ସ୍ୱାଧୀନତା ଦିବସକୁ ଭବ୍ୟ କରିବାକୁ ସରକାରଙ୍କ ଜୋରଦାର ପ୍ରସ୍ତୁତି; ସୁରକ୍ଷାଠାରୁ ସାଜସଜ୍ଜା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସମୀକ୍ଷା
ଏଣିକି ଭୁବନେଶ୍ୱରରେ ଘର କିଣିବା ସ୍ୱପ୍ନ ହେବ ସାକାର; ୧୫୨ତମ ବୈଠକରେ BDAର ବଡ଼ ନିଷ୍ପତ୍ତି, ‘ଏକାମ୍ର ରେସିଡେନ୍ସି’କୁ ମଞ୍ଜୁରୀ
ଭରତପୁରରେ ସ୍ତ୍ରୀକୁ ଆନାସ୍ଥେସିଆ ଦେଇ ହତ୍ୟା ମାମଲା: ସ୍ୱାମୀ ଓ ପ୍ରେମିକାକୁ ଆଜୀବନ କାରାଦଣ୍ଡ
୨୪ ଘଣ୍ଟାରେ ଭୁବନେଶ୍ୱରରେ ୨ଟି ବିଭତ୍ସ ହତ୍ୟା: ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ
ଜଟଣୀରେ ବିଭତ୍ସ ହତ୍ୟା, ଯୁବକଙ୍କୁ ରାସ୍ତା ମଝିରେ ହତ୍ୟା
ଭୁବନେଶ୍ୱରରେ ନିର୍ମାଣ ହେବ ଓଡ଼ିଶାର ପ୍ରଥମ ସ୍କାଏୱାକ୍, ୧୮.୪୨ କୋଟିର ପ୍ରକଳ୍ପର ଶୁଭାରମ୍ଭ, ୬ଟି ଲିଫ୍ଟ ସହ ୩ଟି ନୂଆ ଫୁଟ୍ ଓଭରବ୍ରିଜ୍
ବର୍ଷାକୁ ନେଇ ନଗର ଉନ୍ନୟନ ବିଭାଗର ବଡ଼ ଆକ୍ସନ୍ ପ୍ଲାନ୍; ପୌର ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟ, ଡ୍ରେନ୍ରୁ ରାସ୍ତା ପର୍ଯ୍ୟନ୍ତ ସବୁଠି ରହିବ କଡ଼ା ନଜର
ଟ୍ରାଫିକ ଜାମ୍ ପାଲଟିଛି ରାଜଧାନୀର ସବୁଠୁ ବଡ଼ ସମସ୍ୟା; ୫ ମିନିଟ୍ର ରାସ୍ତା ପାଇଁ ୩୦ ମିନିଟ୍, ହଂସପାଳ-ବାଣୀବିହାରରେ ଭିଡ଼ରେ ହନ୍ତସନ୍ତ ଲୋକେ
ଖଣ୍ଡଗିରି ହତ୍ୟାକାଣ୍ଡ: ପୁଅ ପରେ ବାପାଙ୍କର ମୃତ୍ୟୁ
ପୁରୀ ସହର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ, ଛୁରୀ ଦେଖାଇ ପର୍ଯ୍ୟଟକଙ୍କ ଠାରୁ ଲୁଟ୍
ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ
ଭୁବନେଶ୍ୱରରେ ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା
ଟଙ୍କପାଣି ସାଇ ମନ୍ଦିର ତରଫରୁ ଶ୍ରୀଗୁରୁ ରଜ ଉତ୍ସବ
ହଠାତ୍ ବଦଳିଗଲା ପାଗ; କାଳବୈଶାଖୀରେ ଅନ୍ଧାର ହେଲା ଭୁବନେଶ୍ୱର, ଦିନ ଦ୍ୱିପ୍ରହରେ ରାତିର ଭ୍ରମ
ଅପରାଧୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ, ଗୁଳିର ଜବାବ ଗୁଳିରେ ମିଳିବ
କାହିଁକି ରାହୁଲଙ୍କୁ ଭେଟିବାକୁ ମନା କଲେ ପ୍ରଧାନ ବିଚରାପତି ? କହିଲେ ପ୍ରକୃତ କାରଣ
'କାରଣ ମୁଁ ମୂର୍ଖ ଲୋକଙ୍କ ଅଧୀନରେ କାମ କରିବାକୁ ଚାହେଁନାହିଁ': ଶତ୍ରୁଘ୍ନ ସିହ୍ନା ଶେୟାର କଲେ ଜୋକ୍, ପୋଷ୍ଟ ଜରିଆରେ କାହାକୁ କଲେ ଟାର୍ଗେଟ୍?
'ଯେଉଁ ଦେଶର ଶାସନ ସେନାର ଛାୟାରେ, ସେ ଆଇନ୍ ଉପରେ ଜ୍ଞାନ ନଦେଉ': ଜାତିସଂଘରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ
ରାଜସ୍ଥାନରେ ବର୍ବରତା: ବିଜେପି ପୂର୍ବତନ ବିଧାୟକଙ୍କୁ ପିଟି ପିଟି ହତ୍ୟା