ବୌଦ୍ଧ: ଗଞ୍ଜେଇ ବେପାରୀଙ୍କ ଭାଇରାଲ୍ ଅଡ଼ିଓ ସାମ୍ନାକୁ ଆସିବା ପରେ ବୌଦ୍ଧ ଏସପି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସପି ଏକକାଳୀନ ୬ ପୋଲିସ ଅଧିକାରୀଙ୍କର ବଦଳି କରିଛନ୍ତି । ବୌଦ୍ଧ ମଡେଲ୍ ଥାନା ଆଇଆଇସି ନଳିନକାନ୍ତ ଦାସ, ପୁରୁଣାକଟକ ଆଇଆଇସି ରଞ୍ଜିତ ମୁନି, ବୌଦ୍ଧ ହେଡକ୍ୱାର୍ଟର୍ସର ଇନ୍ସପେକ୍ଟର ବବିତା ସାହୁ,
Read More >