ଭୁବନେଶ୍ୱର: ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ରାସ୍ତା ଉପରେ ଅଟୋ, କାର୍ ଏବଂ ବାଇକ୍ ରଖି ପ୍ରତିବାଦ କରୁଛନ୍ତି । କିଛି ଆନ୍ଦୋଳନକାରୀ ଆତ୍ମହତ୍ୟାର ଧମକ ମଧ୍ୟ ଦେଉଛନ୍ତି । ଭୁବନେଶ୍ୱର: ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ରାସ୍ତା ଉପରେ ଅଟୋ, କାର୍ ଏବଂ ବାଇକ୍ ରଖି ପ୍ରତିବାଦ କରୁଛନ୍ତି । କିଛି ଆନ୍ଦୋଳନକାରୀ ଆତ୍ମହତ୍ୟାର ଧମକ ମଧ୍ୟ ଦେଉଛନ୍ତି ।
Read More >