ରାଜ୍ୟରେ ଅସହ୍ୟ ହେଲାଣି ତାତି। ତାତିରେ ହନ୍ତସନ୍ତ ରାଜ୍ୟବାସୀ। ଗରମରେ ଆଉଟୁପାଉଟୁ ହେଲେଣି ଲୋକେ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ତେବେ ପ୍ରଥମଥର ପାଇଁ ପଶ୍ଚିମଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ମାସ ଶେଷ ସୁଦ୍ଧା ଗ୍ରୀଷ୍ମର କରାଳ ରୂପ ରାଜ୍ୟବାସୀ ଦେଖିବେ ବୋଲି ଅନୁମାନ କରାଯାଉଛି। Read More >
ଭୁବନେଶ୍ୱର : ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ Read More >
କଟକ/ଭୁବନେଶ୍ୱର: କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ। ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଙ୍ଘନ ଯୋଗୁଁ ଉଲ୍ଳଂ Read More >
ଭୁବନେଶ୍ୱର: ବିଳମ୍ବରେ ହେଉ ପଛେ ବିଜୁ ଜନତା ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦଳରୁ ନିଲମ୍ବିତ କରିଛନ୍ତି । Read More >
ଭୁବନେଶ୍ଵର: ଭୁବନେଶ୍ୱର ଭରତପୁର ଥାନା କଳିଙ୍ଗନଗରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏକ ବେଆଇନ୍ ଗ୍ୟାସ୍ ଡିପୋରେ ବିସ୍ଫୋରଣରେ ଛାତ ଉଡ଼ିଯାଇଛି । ଏହା ସହିତ ୪ଟି ବାଇକ୍ ଜଳି ଯାଇଛି । ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । Read More >
ଭୁବନେଶ୍ୱର: ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜୁ ଜନତା ଦଳ । ଏନେଇ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ସାମ୍ବାଦକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Read More >
ଭୁବନେଶ୍ୱର: ବିଜେଡ଼ି ନେତା ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହଙ୍ଗାମା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେଡ଼ି ଦୁଇ ଛାତ୍ର ନେତାଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ସିଦ୍ଧାର୍ଥ ସ୍ୱାଇଁ ଏବଂ ଦେବୀ ପ୍ରସାଦ ଲେଙ୍କା । Read More >
ମୟୁରଭଞ୍ଜ: ନିଖୋଜ ଝିଅକୁ ଖୋଜି ଖୋଜି ନୟାନ୍ତ ହୋଇଥିବାବେଳେ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ମିଳିଛି ମୃତଦେହ । ଦୁଇ ଦିନ ହେବ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଅଖା ଭିତରୁ ଉଦ୍ଧାର । Read More >
କଟକ: ମହମ୍ମଦ ମୋକିମଙ୍କ ନୂତନ ଦଳ ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ହେବ । ଆସନ୍ତା ଉତ୍କଳ ଦିବସରେ ଦେଖିବେ ଓଡ଼ିଶା ଜନତା କଂଗ୍ରେସ ସହିତ କିଏ ଅଛନ୍ତି ବା ନାହାଁନ୍ତି । ଆଜି ଇଦ୍ ଅବସରରେ ଦମ୍ଭର ସହ ବିଜେପି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଛନ୍ତି ପୂର୍ବତନ ବିଧାୟକ ମୋକିମ । Read More >
କେନ୍ଦୁଝର: କୋମଳ ମତି ବୟସରେ ବର୍ବର କାଣ୍ଡ । ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ଅମାନୁଷିକ ନିର୍ଯାତନା ଦେଇଛନ୍ତି । ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । Read More >
ଢେଙ୍କାନାଳ: ତିନି ଦିନ ହେଲାଣି ଭୋକ ଉପାସରେ ସ୍କୁଲ ପିଲା । ଢେଙ୍କାନାଳ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ବିଦ୍ୟାଳୟର ପ୍ରାୟ ୧୨ ଜଣ ପିଲା ଅଖିଆ ଅପିଆ ରହିଥିବା ଅଭିଯୋଗ ହୋଇଛି। ଶେଷରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି। Read More >
ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ କ୍ଷଣକ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘରର ଛାତ ଉଡି ଯାଇଛି। ତେବେ ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଘଟିଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାହାଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ କିନ୍ତୁ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। Read More >
ଭଗବାନ ରାମଙ୍କ ମନ୍ଦିର ପରିଦର୍ଶନ କଲେ LSG ଦଳ, ଆଇପିଏଲ୍-୨୦୨୬ ପୂର୍ବରୁ କଲେ ପ୍ରାର୍ଥନା
‘ମୋଟର ଯାନ ଆଇନ କ୍ଷତିପୂରଣରୁ ବୀମା ରାଶି କଟାଯାଇପାରିବ ନାହିଁ’
କାଳବୈଶାଖୀ: ବଜ୍ରପାତ-କୁଆପଥର ବଢ଼ାଇବ ବର୍ଷା ଅସୁବିଧା; ସତର୍କ କଲା ଆଇଏମଡି
ଆଜି ବିଶ୍ୱ ଜଳ ଦିବସ ; ଜଳ ବିନା ଜୀବନ ଅସମ୍ଭବ