ଅନୁଗୁଳ: ଜନବସତୀ ମୁହାଁ ହେଲେ ହାତୀପଲ। ଏଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଶଙ୍ଖପୁର ଗ୍ରାମରେ। ଉକ୍ତ ଗ୍ରାମର ଇଚ୍ଛା ଦେହୁରୀ ନାମକ ଜଣେ ମହିଳାଙ୍କୁ ହାତୀ ଦଳି ଦେଇଛି, ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁସାରେ, ହାତୀ ଆକ୍ରମଣରେ ୨୨୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଗତ ୫ ବର୍ଷରେ ଅନୁଗୁଳ ବନମଣ୍ଡଳରେ ୧୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଲାଣି।