ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ,୮ଟି ସ୍ଥାନରେ ଚାଲିଛି ଚଢାଉ
Khabar Odisha:Vigilance-raids-at-teachers-house-on-charges-of-evading-assets-raids-are-underway-at-8-places
ବ୍ରହ୍ମପୁର , ଅଗଷ୍ଟ 5(ଖବର ଓଡ଼ିଶା):

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ ।

ବ୍ରହ୍ମପୁର ଅନନ୍ତନଗରସ୍ଥିତ ବାସଭବନ , ପେଟ୍ରୋଲ ପମ୍ପ ସମେତ ଜୟନ୍ତୀପୁରସ୍ଥିତ ନିଜ ପୈତୃକ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ ।

ପାତ୍ରପୁର ବ୍ଲକ ଜୟନ୍ତିପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର ଶିକ୍ଷକ । କ୍ରୀଡା ଶିକ୍ଷକ ଜନାର୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ଼ ।

  • Tags:

Subscribe

National International State Sports Entertainment