ଜାଡରେ ଥରୁଛି ପୂରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ଆସନ୍ତା ୪ ଦିନରେ ୨ରୁ ୩ ଡିଗ୍ରୀ କମିପାରେ ପାରଦସ୍ତର। ଏହାସହ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବ। ପ୍ରବଳ ଥଣ୍ଡା ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହାସହ ହାଡଭଙ୍ଗା ଶୀତ ସହ ଘନ କୁହୁଡିର ଏକ ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଢାଙ୍କି ରଖୁଛି l ସନ୍ଧ୍ୟା ନଇଁଲେ ନିଆଁ ପାଲଟିଛି ସାହାରା।
Read More >