ଏପ୍ରିଲ ଆରମ୍ଭରୁ ହିଁ ରାଜ୍ୟରେ କଲବଲ କଲାଣି ତାତି। ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଯାହାଫଳରେ ଅନୁଭୂତ ହେଉଛି ଅସହ୍ୟ ତାତି। ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ତେବେ ପ୍ରଥମଥର ପାଇଁ ପଶ୍ଚିମଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ଏହାସହିତ ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଉଛି।
Read More >