ଜଗତସିଂହପୁର: ବିଜୁ ଜନତା ଦଳ ତାର ହୀନ ପ୍ରୟାସ ପାଇଁ ପୁଣି ଥରେ ପଦାରେ ପଡ଼ିଛି । ଏକ ପାରିବାରିକ କଳହକୁ ଦେଇଛି ରାଜନୈତିକ ରୂପ । ମିଥ୍ୟା ଅଭିଯୋଗ ଆଣି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରିଛି ବିଜେଡି।। Read More >
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ହତ୍ୟା କାଣ୍ଡ ତଥା ଆଇନଜୀବୀ ପୀତବାସ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା ସେପ୍ଟେମ୍ବର । ପ୍ରଥମ ପ୍ରୟାସରେ ହୋଇଥିଲେ ବିଫଳ ଏବଂ ଦ୍ୱିତୀୟ ପ୍ରୟାସରେ ଯୋଜନାକୁ ଦିଆଯାଇଥିଲା ହତ୍ୟାର ରୂପ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ରାଜନୈତିକଠାରୁ ଆରମ୍ଭ କରି ବୃତ୍ତିଗତ ଶତ୍ରୁତା ଥିଲା ମୁଖ୍ୟ କାରଣ । ପୀତବାସଙ୍କ ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବ୍ରହ୍ମପୁର ଏସପି ବିବେକ ଶ୍ରବଣା ଏମ୍. । Read More >
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି Read More >
Law Minister's reaction to the murder of lawyer Pitavas Panda Read More >
ବ୍ରହ୍ମପୁର: ରାଜ୍ୟର ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୀତବାସଙ୍କ ହତ୍ୟାରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଗିରଫ କରାଯାଇଛି । ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି । Read More >
ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ। ଫଳରେ ପୋଲ ତଳକୁ ଖସି ଚାଳକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ବିନିକା ଥାନା ଭ୍ରମରପାଳି ଗ୍ରାମର ଯୁଦ୍ଧମନ୍ୟୁ ଦୁଆରି। ତେବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେଳପଡା ମଗରକୁନ୍ଦା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। Read More >
ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି । Read More >
ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜୁ ଜନତା ଦଳର ନେତା । ବୌଦ୍ଧ ପୋଲିସ ୨ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କଣ୍ଟାମାଳର ବିପିନ ପ୍ରଧାନ ଏବଂ ରେଙ୍ଗାଲିର ପ୍ରମୋଦ ରଣା । Read More >
ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ଅପରାହ୍ନ ସମୟରେ ଅବପାତର ରୂପ ନେବା ପରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ ସହ ଏହା ଅଧିକ ଘନୀଭୂତ ହେବ Read More >
କେନ୍ଦୁଝର ଜିଲ୍ଲା ଘଟଗାଁ ରେଂଜରେ ଏକ ବାଘ ବୁଲୁଥିବାର ସୂଚନା ମିଳିଛି । ଏହାସହ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡିଛି । Read More >
ଭଦ୍ରକ: ନିଜ ରକ୍ତ ପୁଅ ବାପା ମାଙ୍କ ରକ୍ତରେ ଖେଳିଛି ଖେଳ । ବୃଦ୍ଧ ବାପା ମାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ସଇତାନ ପୁଅ । ଏଭଳି ଏକ ଜଘନ୍ୟ ଅପରାଧ ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତ ତଳବନ୍ଧ ଗ୍ରାମରେ । ଉଭୟ ଗୁରୁତର ବାପା ମଧୁସୂଦନ ନାୟକ ଓ ତାଙ୍କ ପତ୍ନୀ ମାଧୁରୀ ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । Read More >
ସୋର: ରାଜ୍ୟରେ କାରାଗାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଗୋଟିଏ ପରେ ଗୋଟିଏ ଜେଲରୁ ଫେରାର ହୋଇଯାଉଛନ୍ତି କଏଦୀ । ଚୌଦ୍ୱାର ପରେ ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛି । କଏଦୀ ଜଣକ ହେଲା ଝାଡ଼ଖଣ୍ଡ ବୋକାରୋର ଗଣେଶ ରାଏଙ୍କ ପୁଅ ଦୀପକ କୁମାର ରାଏ । Read More >
ରୋହିତ-କୋହଲିଙ୍କ ଉପରେ ରହିବ ନଜର, ଦ୍ୱିତୀୟ ଦିନିକିଆ ହାରିଲେ ହାତରୁ ଖସିବ ସିରିଜ
ପାରିବାରିକ ଝଗଡ଼ାକୁ ରାଜନୈତିକ ରଙ୍ଗ ଦେଉଛି ବିଜେଡ଼ି
କାହିଁକି ହୋଇଥିଲା ପୀତବାସଙ୍କ ହତ୍ୟା ? ୨୦୧୩ ଶାନ୍ତି ମିଶ୍ର ହତ୍ୟା ଲିଙ୍କ୍, ୫୦ ଲକ୍ଷର ଡିଲ୍
ପାକିସ୍ତାନର ନୂତନ କ୍ରିକେଟ ଅଧିନାୟକ ଶାହିନ ଶାହ ଆଫ୍ରିଦିଙ୍କ ସମ୍ପତ୍ତି କେତେ?