ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବୁଥ୍ ସ୍ତରରେ ଭୋଟର ତାଲିକାର ସଂକ୍ଷିପ୍ତ କରିଛନ୍ତି। ସଂଶୋଧନ ୨୦୨୫ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମତଦାତାଙ୍କ ନାମ ଯାଞ୍ଚ, ପଞ୍ଜୀକରଣ, ଅପସାରଣ, ସଂଶୋଧନ କିମ୍ବା ସ୍ଥାନାନ୍ତରିକରଣ କରିବା ପାଇଁ ସମସ୍ତ ବୁଥ ଠାରେ ନଭେମ୍ବର ମାସର ୨,୯,୧୬ ଏବଂ ୨୪ ତାରିଖ ଦିନ ସ୍ଵତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରିବା ସହ ବୁଥ ସ୍ତରୀୟ ଅଧିକାରୀ ନିଜ ବୁଥରେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟ କରୁଛନ୍ତି।
Read More >