ଭୁବନେଶ୍ୱର: ରାଜ୍ୟସଭା ପାଇଁ ଏକାଠି ହୋଇପାରନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ । ବିଜେପି ବିରୁଦ୍ଧରେ ଦୁଇ ବିରୋଧୀ ଦଳ ଏକଠା ହୋଇ ଲଢ଼ିପାରନ୍ତି । ଏଥିପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । Read More >
ଭୁବନେଶ୍ୱର: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ବା ଏନ୍ଆଇଏ ତଦନ୍ତ କରିବ । କିଛି ଷଡ଼ଯନ୍ତ୍ରର ଆଶଙ୍କାରେ ଏନ୍ଆଇଏ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ସୂଚନା ମିଳିଛି । Read More >
ପୁଣି ସିନେ ଜଗତକୁ ଏକ ଶକ୍ତ ଆଘାତ। ଆଉ ନାହାନ୍ତି ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ର। ୫୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଦେହାନ୍ତ ପରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରତ୍ୟକଟି କଳାକାର ଏବଂ କଳାପ୍ରେମୀମାନେ ଆଜି ତାଙ୍କୁ ଝୁରୁଛନ୍ତି। Read More >
Odisha is moving ahead in the industrial sector; Chief Minister inaugurates OMC Pavilion in Rourkela Read More >
ମହାରାଷ୍ଟ୍ର ବାରାମତିରେ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି। ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଲରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି। ଅଜିତ ପାୱାରଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। Read More >
ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା। ହାତଗୋଡ଼ ବାନ୍ଧି ବସ୍ତାରେ ପୂରାଇ ମହାନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ। କଟକ ବୋଟକ୍ଲବ ମହାନଦୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତ ଯୁବକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ ସ୍ଥିତ ତୁଳସୀପୁର ଗ୍ରାମର ବୋଲି ସୂଚନା ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଉକ୍ତ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। Read More >
ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ଅଜିତ ପାୱାରଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ, କହିଛନ୍ତି ମୁଖ୍ୟମନ୍ତ୍ରୀ । Read More >
Big decision taken in Patient Welfare Committee meeting, Capital Hospital's infrastructure will change; Number of ICU beds to be increased to 40 Read More >
ରାଜ୍ୟରେ ଧୀରେ ଧୀରେ ବଢୁଛି ତାପମାତ୍ରା। ଏଥିପାଇଁ କମିବାରେ ଲାଗିଛି ଶୀତରେ ପରିମାଣ। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହେବ। ଏପରିକି ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେଣୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିବ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। Read More >
ଭୁବନେଶ୍ୱର: ଯେଉଁ ବାଣରେ କିଛି ବର୍ଷ ପୂର୍ବେ ପରିବାର ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଥିଲେ । ପୁଣି ଥରେ ସେହି ବାଣ ବିସ୍ଫୋରଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ଗ୍ରାମ ନିଧି ସାହିରେ ବାଣ ବିସ୍ଫୋରଣ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ଭିଡ଼ା ଚାଲିଥିବାବେଳେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । Read More >
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି। ଶ୍ରୀବିଗ୍ରହମାନଙ୍କର ହେବ ଶ୍ରୀମୁଖ ଶୃଙ୍ଗାର। ଝଟକିବେ କାଳିଆ ସାଆନ୍ତ। ଏନେଇ ଆଜି ବନ୍ଦ ରହିବ ସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମାଘ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଏହି ନୀତି। ବନକଲାଗି ନୀତି ପାଇଁ ଚାରି ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। Read More >
ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ। ବାଦ୍ ପଡିଛି ଅତ୍ୟାବଶକୀୟ ସେବା। ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। Read More >
ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲାର ତଦନ୍ତ କରିବ ଏନ୍ଆଇଏ
ଅଫେରା ରାଇଜରେ ଓଡ଼ିଆ ପୁଅ ସମୀର : 'ଧୁରନ୍ଧର' ଥିଲା ଶେଷ ସିନେମା
ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା; ରାଉରକେଲାରେ OMC ପାଭିଲିୟନ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଜାଣି ପାରୁଛୁ କଣ ଘଟୁଛି, ୟୁଜିସି ନିୟମ ବିରୋଧରେ ଯାଚିକାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରସ୍ତୁତ