Fire breaks out at Unit 1, market Bhubaneswar; Read More >
couple-from-odishas-keonjhar-found-dead-in-bengaluru-suicide-suspected Read More >
ଜଗତସିଂହପୁର: ବିଜୁ ଜନତା ଦଳ ତାର ହୀନ ପ୍ରୟାସ ପାଇଁ ପୁଣି ଥରେ ପଦାରେ ପଡ଼ିଛି । ଏକ ପାରିବାରିକ କଳହକୁ ଦେଇଛି ରାଜନୈତିକ ରୂପ । ମିଥ୍ୟା ଅଭିଯୋଗ ଆଣି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରିଛି ବିଜେଡି।। Read More >
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ହତ୍ୟା କାଣ୍ଡ ତଥା ଆଇନଜୀବୀ ପୀତବାସ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା ସେପ୍ଟେମ୍ବର । ପ୍ରଥମ ପ୍ରୟାସରେ ହୋଇଥିଲେ ବିଫଳ ଏବଂ ଦ୍ୱିତୀୟ ପ୍ରୟାସରେ ଯୋଜନାକୁ ଦିଆଯାଇଥିଲା ହତ୍ୟାର ରୂପ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ରାଜନୈତିକଠାରୁ ଆରମ୍ଭ କରି ବୃତ୍ତିଗତ ଶତ୍ରୁତା ଥିଲା ମୁଖ୍ୟ କାରଣ । ପୀତବାସଙ୍କ ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବ୍ରହ୍ମପୁର ଏସପି ବିବେକ ଶ୍ରବଣା ଏମ୍. । Read More >
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି Read More >
Law Minister's reaction to the murder of lawyer Pitavas Panda Read More >
ବ୍ରହ୍ମପୁର: ରାଜ୍ୟର ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୀତବାସଙ୍କ ହତ୍ୟାରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଗିରଫ କରାଯାଇଛି । ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି । Read More >
ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ। ଫଳରେ ପୋଲ ତଳକୁ ଖସି ଚାଳକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ବିନିକା ଥାନା ଭ୍ରମରପାଳି ଗ୍ରାମର ଯୁଦ୍ଧମନ୍ୟୁ ଦୁଆରି। ତେବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେଳପଡା ମଗରକୁନ୍ଦା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। Read More >
ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି । Read More >
ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜୁ ଜନତା ଦଳର ନେତା । ବୌଦ୍ଧ ପୋଲିସ ୨ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କଣ୍ଟାମାଳର ବିପିନ ପ୍ରଧାନ ଏବଂ ରେଙ୍ଗାଲିର ପ୍ରମୋଦ ରଣା । Read More >
ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ଅପରାହ୍ନ ସମୟରେ ଅବପାତର ରୂପ ନେବା ପରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ ସହ ଏହା ଅଧିକ ଘନୀଭୂତ ହେବ Read More >
କେନ୍ଦୁଝର ଜିଲ୍ଲା ଘଟଗାଁ ରେଂଜରେ ଏକ ବାଘ ବୁଲୁଥିବାର ସୂଚନା ମିଳିଛି । ଏହାସହ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡିଛି । Read More >
"ଭେଡିଆ ୨"ରେ ଆୟୁଷ୍ମାନ ଖୁରାନା ଏବଂ ବରୁଣ ଧାୱନଙ୍କ ମଧ୍ୟରେ ମୁକାବିଲା ହେବ କି? ଜାଣନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍
ଭୁବନେଶ୍ୱର ୟୁନିଟ ୧ ପରିବା ମାର୍କେଟରେ ଲାଗିଲା ନିଆଁ; ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ ଦୋକାନ
ବେଙ୍ଗାଲୁରୁରେ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ହତ୍ୟା କି ଆତ୍ମହତ୍ୟା ପୋଲିସ କରୁଛି ତଦନ୍ତ
ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ଡିଗ୍ରୀ ପ୍ରଦାନ କଲେ ରାଜନାଥ ସିଂ ଓ ସ୍ଥଳସେନା ପ୍ରମୁଖ