ରତ୍ନଭଣ୍ତାର ଖୋଲିବା ନେଇ ଆଜି ପୁଣିଥରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ. ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସପି ଏବଂ ଅନ୍ୟ କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି।
ତେବେ ଆଜିର ବୈଠକରେ ପୁଣିଥରେ ରତ୍ନଭଣ୍ତାର କେବେ ଖୋଲିବ ସେ ନେଇ ଆଲେଚନା କରାଯାଉଛି ।