ବ୍ରହ୍ମପୁର: ବ୍ରହ୍ମପୁର: MKCGରେ ଅଗ୍ନିକାଣ୍ଡ । MKCGର ପୁରୁଣା ମେଡିସିନ ବିଲ୍ଡିଂରେ ନିଆଁ ଲାଗିଛି । ଖାଲି ଥିବା ଏକ ରୁମରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ଚାରିଆଡ ଧୂଆଁମୟ ହୋଇଯାଇଥିଲା । ଏସି ସର୍ଟ ସର୍କିଟ କାରଣୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବାର ଖବର ମିଳିବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଛି ।