ସଡ଼କ ଦୂର୍ଘଟଣାରେ କୁଖ୍ୟାତ ଅପରାଧୀ ଦିଲ୍ଲୀପ ନାୟକ ମୃତ
Khabar Odisha:Dillip-Nayak-a-notorious-criminal-died-in-a-road-accident

ବ୍ରହ୍ମପୁର, ନଭେମ୍ବର ୨୫(ଖବର ଓଡ଼ିଶା): ବ୍ରହ୍ମପୁରରେ ସଡ଼କ ଦୂର୍ଘଟଣାରେ କୁଖ୍ୟାତ ଅପରାଧୀ ଦିଲ୍ଲୀପ ନାୟକ ମୃତ । ଲାଞ୍ଜୀପାଲି ବାଇପାସ୍ ନିକଟରେ ଏକ ବାଇକ୍ ଯୋଗେ ଯିବା ସମୟରେ ଘଟିଥିଲା ଦୂର୍ଘଟଣା ।

ଦୂର୍ଘଟଣା ଫଳରେ ଘଟଣାସ୍ଥଳରେ ହିଁ ଅପରାଧୀ ଦିଲ୍ଲୀପ ନାୟକର ମୃତ୍ୟୁ । ଆଜୀବନ କାରାଦଣ୍ଡ ସାହୁଥିବା ଦିଲ୍ଲୀପ ପାରୋଲରେ ଘରକୁ ଯାଇଥିବା ବେଳେ ଘଟିଛି ଦୂର୍ଘଟଣା ।

ଏକ ହତ୍ୟା ମାମଲାରେ ୧୯୯୬ରେ ଜେଲ ଯ୍ଧବ ଦୋଷୀ ସାବ୍ୟସ୍ତ ହେବା ପରେ ସେବେଠାରୁ ଦୀର୍ଘ ୨୫ ବର୍ଷ ଧରି ଜେଲରେ ରହିଛନ୍ତି ଦିଲ୍ଲୀପ । 

  • Tags:

Subscribe

National International State Sports Entertainment