ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯାହାକୁ ଦିନେ ପ୍ରେମ କରି ସମାଜ ସହିତ ଲଢ଼ି ବାହା ହୋଇଥିଲେ, ସେହି ସ୍ତ୍ରୀକୁ ଅତି ବିଭତ୍ସଭାବେ ହତ୍ୟା କରିଛି ସ୍ୱାମୀ । ନୂଆପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନିରେ ସ୍ତ୍ରୀକୁ ତାୱାରେ ପିଟି ପିଟି ହତ୍ୟା କରିଛି ପିଶାଚ ସ୍ୱାମୀ । ମୃତ ମହିଳା ଜଣକ ହେଲେ ବନସ୍ମିତା ସ୍ୱାଇଁ (୨୬) । ହତ୍ୟାକାରୀ ସ୍ୱାମୀ ସର୍ବେଶ୍ୱର ପ୍ରଧାନ(୨୮)କୁ ନୂଆପଲ୍ଲୀ ଥାନା ପୋଲିସ ଅଟକ ରଖିଛି ।
Read More >