କଟକ: ଯାହାର ଯେତେବେଳେ ଯିବାର ଥିବ ସିଏ ନିଶ୍ଚିତ ଯିବ । ଘର ଭିତରେ ଥିବାବେଳେ ନେଇଗଲା ଯମ । କଟକ ସହର ମଣି ସାହୁ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣକ ଘରେ ଉପରେ ଅନ୍ୟ ଜଣଙ୍କ ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ଶିଶୁ ମଧ୍ୟ ରହିଛି । ମୃତକ ମାନେ ହେଲେ ଅବଦୁଲ ଜମିଲ, ଅବଦୁଲ ଜାହିଦ ଓ ଶିଶୁ ପୁତ୍ର ଅବଦୁଲ ମୁଜାହିଦ୍ । ଅନ୍ୟ ୨ ଜଣ ଗୁରୁତର ଅଛନ୍ତି ।
Read More >