ଜଗତପୁରର ଇମାମ୍ ନଗର ଅଞ୍ଚଳରେ ବୁଲୁଛି କଲରା ପତରିଆ ବାଘ। ବାଘ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ବାଘକୁ ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ। ଖବରପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ବାଘର ଗତିବିଧି ଅନୁଧ୍ୟାନ କରୁଛି। ତେବେ ବାଘଟି ଖଟିଆ ଅନ୍ୱେଷଣରେ ସହରକୁ ଚାଲିଆସିଥିବା ଅନୁମାନ କରୁଛି ବନ ବିଭାଗ।
Read More >