ବ୍ରହ୍ମପୁର: ରାଜ୍ୟର ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୀତବାସଙ୍କ ହତ୍ୟାରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଗିରଫ କରାଯାଇଛି । ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି । Read More >
ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ। ଫଳରେ ପୋଲ ତଳକୁ ଖସି ଚାଳକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ବିନିକା ଥାନା ଭ୍ରମରପାଳି ଗ୍ରାମର ଯୁଦ୍ଧମନ୍ୟୁ ଦୁଆରି। ତେବେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେଳପଡା ମଗରକୁନ୍ଦା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। Read More >
ସାମାନ୍ୟ ବଚସାରୁ ତୁମୁଳକାଣ୍ଡ । ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଇଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ଘର ଓ ସ୍କୁଟି ଜାଳିଦେଇଥିବା ଅଭିଯୋଗ ହୋଇଛି । Read More >
ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜୁ ଜନତା ଦଳର ନେତା । ବୌଦ୍ଧ ପୋଲିସ ୨ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କଣ୍ଟାମାଳର ବିପିନ ପ୍ରଧାନ ଏବଂ ରେଙ୍ଗାଲିର ପ୍ରମୋଦ ରଣା । Read More >
ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ଅପରାହ୍ନ ସମୟରେ ଅବପାତର ରୂପ ନେବା ପରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ ସହ ଏହା ଅଧିକ ଘନୀଭୂତ ହେବ Read More >
କେନ୍ଦୁଝର ଜିଲ୍ଲା ଘଟଗାଁ ରେଂଜରେ ଏକ ବାଘ ବୁଲୁଥିବାର ସୂଚନା ମିଳିଛି । ଏହାସହ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡିଛି । Read More >
ଭଦ୍ରକ: ନିଜ ରକ୍ତ ପୁଅ ବାପା ମାଙ୍କ ରକ୍ତରେ ଖେଳିଛି ଖେଳ । ବୃଦ୍ଧ ବାପା ମାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ସଇତାନ ପୁଅ । ଏଭଳି ଏକ ଜଘନ୍ୟ ଅପରାଧ ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତ ତଳବନ୍ଧ ଗ୍ରାମରେ । ଉଭୟ ଗୁରୁତର ବାପା ମଧୁସୂଦନ ନାୟକ ଓ ତାଙ୍କ ପତ୍ନୀ ମାଧୁରୀ ନାୟକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । Read More >
ସୋର: ରାଜ୍ୟରେ କାରାଗାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଗୋଟିଏ ପରେ ଗୋଟିଏ ଜେଲରୁ ଫେରାର ହୋଇଯାଉଛନ୍ତି କଏଦୀ । ଚୌଦ୍ୱାର ପରେ ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛି । କଏଦୀ ଜଣକ ହେଲା ଝାଡ଼ଖଣ୍ଡ ବୋକାରୋର ଗଣେଶ ରାଏଙ୍କ ପୁଅ ଦୀପକ କୁମାର ରାଏ । Read More >
ପୁରୀ: ଆଜିକାଲି ଯୁବପୀଢ଼ିଙ୍କୁ ଘାରିଛି ରିଲ୍ସ ଆଉ ସେଲଫି ନିଶା । ଯେଉଁଠି ଦେଖିବ ସେଠି ବିପଦଜନକ ଅବସ୍ଥାରେ ରିଲ୍ସ କିମ୍ବା ସେଲଫି ନେଉଛନ୍ତି । ପୁଣି ଜଣେ ନାବାଳକର ଜୀବନ ନେଇଛି ରିଲ୍ସ ନିଶା । ରିଲ୍ସ କରୁଥିବା ସମୟରେ ଟ୍ରେନରେ ଧକ୍କାରେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ ହେଲା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମଙ୍ଗଳାଘାଟର ବିଶ୍ୱଜିତ ସାହୁ । Read More >
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଆୟାପ୍ପା ଡ୍ରେସେସ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏହା ସହିତ ଉପର ମହଲାରେ ଫଶି ରହିଥିବା ୪ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । Read More >
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ବଡ଼ ପଦକ୍ଷେପ ନେଇଛି । ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଛି । ଅନ୍ୟପକ୍ଷରେ ବିକ୍ରମଙ୍କ ସମର୍ଥକମାନେ ବୈଦ୍ୟନାଥ ପୁର ଥାନା ସମ୍ମୁଖରେ ହୋହାଲ୍ଲା କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ରହ୍ମପୁର ସହର ସାରା ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । Read More >
ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଧରି ପ୍ରବେଶ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ Read More >
ଅଷ୍ଟ୍ରେଲିୟ କିମ୍ବଦନ୍ତୀ କ୍ରିକେଟ୍ର ମାଇକେଲ ହସିଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ପାକିସ୍ତାନକୁ ହରାଇଲା ଭାରତୀୟ କବାଡି ଟିମ୍, ହାତ ମିଳାଇଲେ ନାହିଁ ଖେଳାଳି
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ : ଚାଳକ ମୃତ
ଦୀପାବଳିରେ ଗୋଷ୍ଠୀ ସଂଘର୍ଷ; ମହିଳାଙ୍କୁ ମାଡ ମାରିବା ସହ ଜାଳିଦେଲେ ଘର ଓ ସ୍କୁଟି