ସମ୍ବଲପୁର : ସୋମବାର ହୀରାକୁଦ ଡ୍ୟାମ୍ର ବନ୍ଦ ହେଲା ସମସ୍ତ ଗେଟ୍ ବନ୍ଦ ହୋଇଛି। ଗତକାଲି ଠାରୁ ୨ଟି ଗେଟ୍ ଦେଇ ନିଷ୍କାସିତ ବନ୍ୟାଜଳ ହେଉଥିଲା ବେଳେ ଆଜି ଡ୍ୟାମ୍ କତ୍ତୃପକ୍ଷ ସବୁ ଗେଟ୍ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ନ ଥିବାରୁ ଜଳସ୍ତର କମ୍ ରହିଛି ଯାହା ଫଳରେ ସବୁ ଗେଟ୍ ବନ୍ଦ କରାଯାଇଛି।