ଦିନକୁ ଦିନ ବଢି ଚାଲିଛି ଦାନ୍ତ ହାତୀଙ୍କ ଦୌରାମ୍ୟ। କେତେବେଳେ ନିରୀହ ଲୋକଙ୍କୁ ନିଜର ଶିକାର କରୁଛନ୍ତି ତ କେତେବେଳେ ଘର ଭାଙ୍ଗିବା ସହ ଧାନ ଜମି ନଷ୍ଟ କରିଦେଉଛନ୍ତି। ତେବେ ପୁଣି ଥରେ ଏକ ଦାନ୍ତ ହାତୀର ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ଏପରିକି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୨ ବନ୍ଧୁ। ତେବେ ଟାଙ୍ଗୀ ବନ ବିଭାଗର ରଣ୍ଡା ଜଙ୍ଗଲରେ ଘଟିଛି ଏହି ଦୁର୍ଘଟଣା। ମୃତ ବ୍ୟକ୍ତି ଜଣକ ନରମାନବୀ ଗାଁର ବାବୁଲି ପରିଡ଼ା ବୋଲି ଜଣାପଡିଛି।
Read More >