ମେ ୩ ତାରିଖ ଆସିଲେ ମନେପଡ଼େ ସେହି ଲୋମ ଟାଙ୍କୁରା ଦୃଶ୍ୟ । ସେହି ଦିନ ସାରା ଓଡିଶା ଛାରଖାର ହୋଇଯାଇଥିଲା । ପ୍ରକୃତିର ବିଭୀଷିକା ତାଣ୍ଡବ ଦେଖିଥିଲା ଓଡ଼ିଶା । ରାଜ୍ୟ ଠୁ ରାଜଧାନୀ , ଗାଁ ଠୁ ସହର ସବୁଠି କାୟା ବିସ୍ତାର କରିଥିଲା ଫନି । ସତେ ଯେମିତି ଲାଗୁଥିଲା ଫନି ତାର ବିଷଧର ଫଣାରେ ସାରା ଓଡିଶାକୁ ବିଷମୟ କରୁଛି ବିଶେଷ କରି ପୁରୀ , ଭୁବନେଶ୍ୱର , କେନ୍ଦ୍ରାପଡା , କଟକ ଫନିର ପ୍ରଭାବ ଅଧିକ ମାତ୍ରାରେ ପଡିଥିଲା ।
Read More >