ନୂଆଦିଲ୍ଲୀ: ଜାପାନର ଆଇଚୀ-ନାଗୋୟା ସହରରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ାରେ ସୋମବାର ଭାରତ ପାଇଁ ବେଶ ଶୁଭଙ୍କର ରହିଛି । ଆଜି ଭାରତୀୟ କ୍ରୀଡ଼ାବିତ ମାନେ ପଦକ ବର୍ଷା କରିଛନ୍ତି । Read More >
ନୂଆଦିଲ୍ଲୀ: ବିଥ୍ୟା ରାମରାଜ୍ ଦୌଡ଼ ରାଣୀ ପି.ଟି. ଉଷାଙ୍କ ଭାରତୀୟ ଆଥଲେଟିକ୍ସର ଏକ ଦୀର୍ଘ ୪୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ସୋମବାର ଏସୀୟ କ୍ରୀଡ଼ାରେ ମହିଳା ୪୦୦ ମିଟର ହର୍ଡଲ୍ସ (ବାଧା ଦୌଡ଼) ପ୍ରତିଯୋଗିତାରେ ରାମରାଜ୍ କାଂସ୍ୟ ପଦକ ଜିତିଛନ୍ତି । ସହ ପି.ଟି. ଉଷାଙ୍କ ୪୨ ବର୍ଷ ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି। Read More >
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ବା ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ୨୦୨୭ ପାଇଁ ସମସ୍ତ ୫ ପ୍ରାଞ୍ଚାଇଜ୍ ନିଜ ଦଳର ରିଟେନସନ୍ ତାଲିକା ଜାରି କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, Read More >
ତିରୁବନନ୍ତପୁରମ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ମହମାନ ଟିମକୁ ୮ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ର ଅଗ୍ରଣୀ ହାସଲ କରିଛି।ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ Read More >
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ୍ ଦଳ ସଂଯୋଜନ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ଅଂଶଗ୍ରହଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। Read More >
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସିବାକୁ ଥିବା ଦିନିକିଆ ସିରିଜ୍ ପାଇଁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ଇଲେଭେନ୍ କିପ Read More >
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଶନିବାର ଭାରତ ପାଇଁ ଶୁଭ ଶନିବାର ସାବ୍ୟସ୍ତ ହୋଇଛି । ସପ୍ତମ ଦିବସରେ ଭାରତୀୟ କ୍ରୀଡ଼ାବିତଙ୍କ ପ୍ରଦର୍ଶନ ବେଶ ରୋମାଞ୍ଚକ ଓ ଉତ୍ସାହପୂର୍ଣ୍ଣ ରହିଛି । ଗୋଟିଏ ଦିନରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । Read More >
ଭୁବନେଶ୍ୱର: ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍ଭାବନା ଅସିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ୧୬ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୬ ରେ ଯୋଗଦେଇ କହିଛନ୍ତି। Read More >
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା- ୨୦୨୬ର ଫାଇନାଲ୍ ମ୍ୟାଚ୍ର ଏକ ରୋମାଞ୍ଚକ ମୁକାବିଲାରେ ଇରାନକୁ ପରାସ୍ତ କରି ଭାରତୀୟ ମହିଳା କବାଡ଼ି ଦଳ ୨୦୧୮ ମସିହାର ପ୍ରତିଶୋଧ ନେଇଛି । ଏକ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ଭାରତୀୟ ଦଳ ୩୭-୩୪ ସ୍କୋରରେ ଇରାନକୁ ପରାସ୍ତ କରି କ୍ରମାଗତ ଭାବେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି । Read More >
ଭାରତୀୟ ଖେଳାଳିମାନେ ଜାପାନର ଆଇଚି-ନାଗୋୟାରେ ଅନୁଷ୍ଠିତ ୨୦୨୬ ଏସୀୟ କ୍ରୀଡ଼ାରେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ସାୱନ ବରୱାଲ ପୁରୁଷ ମାରାଥନ ଇଭେଣ୍ଟରେ ଐତିହାସିକ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଜିତିଛନ୍ତି। ସାୱନ ୨ ଘଣ୍ଟା ୧୧ ମିନିଟ୍ ଏବଂ ୩୭ ସେକେଣ୍ଡରେ ଦୌଡ଼ ସମାପ୍ତ କରି ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି ଏବଂ ଚଳିତ ବର୍ଷ ଏପ୍ରିଲରେ ସ୍ଥାପନ ହୋଇଥିବା ୨:୧୨:୩୮ର ନିଜ ରେକର୍ଡ ଭାଙ୍ଗିଛନ୍ତି। Read More >
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ହୋଇଥିବା ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲା Read More >
ନୂଆଦିଲ୍ଲୀ: ଭାରତୀୟ ଯୁବ ଓପନର ଯଶସ୍ୱୀ ଜୟସ୍ଵାଲ ଏବଂ ଶ୍ରୀଲଙ୍କା ଦ୍ରୁତ ବୋଲର ଅସିଥା ଫର୍ଣ୍ଣାଡୋଙ୍କ ମଧ୍ୟରେ କଲମ୍ବୋ ଟେଷ୍ଟ ମ୍ୟାଚ୍ ସମୟରେ ହୋଇଥିବା ତୀବ୍ର ଯୁକ୍ତିତର୍କ ଓ ବିବାଦକୁ ନେଇ ଶେଷରେ ସତ ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟର ଧ୍ରୁବ ଜୁରେଲ ଏହି ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇଛନ୍ତି। Read More >
ଏସୀୟ କ୍ରୀଡ଼ା: ଜାଭଲିନରେ ଯୋଡ଼ି ପଦକ, ଗୁଲବୀର ଆଣିଲେ ଦ୍ୱିତୀୟ ରୌପ୍ୟ
କଙ୍କଡ଼ା ଧରୁଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କଲା କୁମ୍ଭୀର, ବଞ୍ଚାଇଲେ ବନ କର୍ମଚାରୀ
'ଦାଦା ଓ ଦାଦାପୁଅଙ୍କୁ ଅଫିସ ଭିତରକୁ ପସିବାକୁ ଦେଉ ନାହାନ୍ତି ଅଖିଳେଶ, ଏମିତି ଦାବି କଲେ ଆରଏଲଡି ମୁଖପାତ୍ର ରୋହିତ ଅଗ୍ରୱାଲ
୨୦୨୧ରୁ ୨୦୨୫: ଓଡ଼ିଶାରେ କେତେ ମହିଳା ହେଲେ ନିଖୋଜ? ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ