ଆଇପିଏଲ୍ ମହାସମର- ଆଜି ରୟାଲ ଚ୍ୟଲେଞ୍ଜର୍ର ବାଙ୍ଗାଲୋରକୁ ଭେଟିବ ସନରାଇଜର୍ର ହାଇଦ୍ରାବାଦ
Khabar Odisha:today-ipl-match-royal-chalengers-banglore-meet-sunridgers-hydrabad

ଚେନ୍ନାଇ,୧୪ଏପ୍ରିଲ(ଖବର ଓଡିଶା); ଆଜିର ଆଇପିଏଲ୍ ମ୍ୟାଚ୍‌ରେ ବିରାଟ ବାହୀନି ରୟାଲ ଚ୍ୟଲେଞ୍ଜର୍ର ବାଙ୍ଗାଲୋରକୁ ଟକ୍କର ଦେବ ଡେଭିଡ ୱାର୍ଣ୍ଣରଙ୍କ ନେତୃତାଧୀନ ସନରାଇଜର୍ର ହାଇଦରାବାଦ । ତେବେ ସିଜନର ପ୍ରଥମ ମ୍ୟାଚ୍‌ରେ ପାଚଂ ଥର ବିଜେତା ମୁମ୍ବାଇକୁ ହରାଇ ବିରାଟ ବହୀନିର ମବୋବଳ ଏଚ୍ଚରେ ଥିବା ବେଳେ ସନରାଇଜର୍ର ତାର ପ୍ରଥମ ମ୍ୟାଚ୍‌ରେ କୋଲକାତା ନିକଟରୁ ପରାସ୍ତା ହୋଇ ସିଜନ ଆରମ୍ଭ କରିଛି ।

ବିରାଟଙ୍କ ନେତୃତାଧୀନ ବାଙ୍ଗଲୋର ବିରାଟ ଓ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଧସ ବ୍ୟାଟ୍ସମ୍ୟାନ ଏବି.ଡିଭିଲିୟର୍ସ ଦଳର ପ୍ରମୁଖ ଅସ୍ତ୍ର ହୋଇଥିଲା ବେଳେ ତାଙ୍କ ସହିତ ହାତ ମିସାଇବାକୁ ଭାରତର ଯୁବ ଖେଳାଳୀ ଦେବଦତ ପାଡିକଲ, ଏବଂ ଅଷ୍ଟ୍ରେଲିଅର ମ୍ୟାକ୍ସୱେଲ ଆଦିଙ୍କୁ ନେଇ ବେଷ ଶକ୍ତିଶାଳି ଅଛି ।

ସେହିପରି ସନରାଇଜର୍ର ତାର ପ୍ରଥମ ମ୍ୟାଚ୍‌ରେ କୋଲକାତା ନିକଟରୁ ପରାସ୍ତ ହୋଇଥିଲା ବେଳେ ଆଜି ବିଜୟ ସହକାରେ ସିଜନର ପ୍ରଥମ ବିଜୟ ସହିତ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚାହିଁବ ।

  • Tags:

Subscribe

National International State Sports Entertainment