ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କ୍ରିକେଟ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି । ଗୁରୁବାର ଏ ନେଇ ଆଇସିସି ପକ୍ଷରୁ ନୂତନ ନିୟମାବଳୀ ଜାରି ହୋଇଛି । ବ୍ୟାଟିଂ ଠାରୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବ ନିୟମ ସହିତ ନୂତନ ନିୟମ ମଧ୍ୟ ଯୋଡ଼ା ଯାଇଛି । ପୁରୁଷ, ମହିଳା ଏବଂ ଜୁନିୟର ଦଳ ପାଇଁ ନିୟମ ଲାଗୁ ହେବ । ଆଇସିସିର ଏହି ନୂତନ ନିୟମ ଆଜିଠାରୁ ଲାଗୁ ହେଉଛି । ଅକ୍ଟୋବର ୧ ପୂର୍ବରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ ।
Read More >