ନୂଆଦିଲ୍ଲୀ: ସାଉଦି ଆରବର ଜେଦ୍ଦା ସହରରେ ଦୁଇ ଦିନ ଧରି ଚାଲିଥିବା ଆଇପିଏଲ୍ ୨୦୨୫ର ମେଗା ଅକ୍ସନ ସମାପ୍ତ ହୋଇଛି । ମେଗା ନିଲାମରେ ୧୮୨ ଖେଳାଳିଙ୍କ ଉପରେ ୬୩୯.୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୬୨ ବିଦେଶୀ ଖେଳାଳି ସାମିଲ । ନିଲାମରେ ଏ ପର୍ଯ୍ୟନ୍ତ ସବୁ ରେକର୍ଡ ଧ୍ୱସ୍ତ ହୋଇଛି । ଋଷଭ ପନ୍ତ ଇତିହାସର ସବୁଠୂ ମହଙ୍ଗା ଖେଳାଳି ହେବାର ରେକର୍ଡ କରିଛନ୍ତି । ଏଲଏସଜି ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି । ସବୁଠୁ କମ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ କିଣିଛି । ତେବେ ଚାଲନ୍ତୁ ଜାଣିବା କେଉଁ ଦଳ କେଉଁ ଖେଳାଳିଙ୍କୁ ଗଲେ ଏବଂ ପୂରା ସ୍କ୍ୱାଡ୍ ।
CSK
ଏମଏସ ଧୋନୀ
ରବୀନ୍ଦ୍ର ଜାଡ଼େଜା
ଶିବମ ଦୁବେ
ମଥିଶା ପଥିରାନା
ଋତୁରାଜ ଗାଏକ୍ଵାଡ଼
ନୂର ଅହମ୍ମଦ
ରବିଚନ୍ଦ୍ରନ ଅଶ୍ଵିନ
ଡେଭନ କନଓ୍ଵେ
ଖଲିଲ ଅହମ୍ମଦ
ରଚିନ ରବୀନ୍ଦ୍ର
ଅଂଶୁଲ କମ୍ବୋଜ
ରାହୁଲ ତ୍ରିପାଠୀ
ସାମ କରନ
ଗୁରଜାପତିନ ସିଂ
ନାଥନ ଏଲିସ
ଦୀପକ ହୁଡ୍ଡା
ଜେମି ଓଭରଟନ
ବିଜୟ ଶଙ୍କର
ବଂଶ ବେଦୀ
ଆନ୍ଦ୍ରେ ସିଦ୍ଧାର୍ଥ
ଶ୍ରେୟସ ଗୋପାଲ
ରାମକୃଷ୍ଣନ ଘୋଷ
କମଲେଶ ନାଗରକୋଟି
ମୁକେଶ ଚୌଧୁରୀ
ଶେଖ ରଶିଦ
MI
ହାର୍ଦ୍ଦିକ ପାଣ୍ଡ୍ୟା
ରୋହିତ ଶର୍ମା
ସୂର୍ଯ୍ୟକୁମାର ଯାଦବ
ଯଶପ୍ରୀତ ବୁମରା
ତିଳକ ବର୍ମା
ଟ୍ରେଣ୍ଟ ବୋଲ୍ଟ
ନମନ ଧୀର
ରବିନ ମିଞ୍ଜ
କର୍ଣ୍ଣ ଶର୍ମା
ଦୀପକ ଚହର
ରିସ୍ ଟପଲେ
ରିୟାନ ରିକେଲଟନ
ଓ୍ଵିଲ ଜ୍ୟାକ୍ସ
ଆଲ୍ଲା ଗଜନଫର
ମିଚେଲ୍ ସାଣ୍ଟନର
କର୍ଣ୍ଣ ଶର୍ମା
ସତ୍ୟନାରାୟଣ ରାଜୁ
ରାଜା ବାବା
ଅଶ୍ଵିନୀ କୁମାର
କୃଷ୍ଣନ ଶ୍ରୀଜିତ
ବେଓ୍ଵନ ଜ୍ୟାକବ୍ସ
ଅର୍ଜୁନ ତେନ୍ଦୁଲକର
ଲିଜାଦ ଓ୍ଵିଲିୟମ୍ସ
KKR
ଭେଙ୍କଟେଶ ଆୟର
ରିଙ୍କୁ ସିଂ
ସୁନୀଲ ନାରିନେ
ଆନ୍ଦ୍ରେ ରସେଲ
ବରୁଣ ଚକ୍ରବର୍ତ୍ତୀ
ହର୍ଷିତ ରାଣା
ଆଜିଙ୍କ୍ୟ ରାହାଣେ
ରମଣଦୀପ ସିଂ
କ୍ଵିଣ୍ଟନ ଡି କକ୍
ଗୁରବାଜ
ଏନରିକ ନର୍ଖିଆ
ରୋଭମାନ ପାଓ୍ଵେଲ
ମନୀଷ ପାଣ୍ଡେ
ସ୍ପେନସର ଜନସନ
ଲଭନୀତ ସିସୋଦିଆ
ଅନୁକୂଳ ରୟ
ମୋଇନ ଅଲ୍ଲୀ
ଉମରାନ ମଲିକ
RR
ଯଶସ୍ଵୀ ଜୟସ୍ଵାଲ
ସଞ୍ଜୁ ସାମସନ
ଧ୍ରୁବ ଜୁରେଲ
ରିୟାନ ପରାଗ
ଜୋଫ୍ରା ଆର୍ଚର
ସିମରନ ହେଟମାୟର
ତୁଷାର ଦେଶପାଣ୍ଡେ
ଓ୍ଵାନିନ୍ଦୁ ହସରଙ୍ଗା
ମହେଶ ତୀକ୍ଷଣା
ନୀତିଶ ରାଣା
ସନ୍ଦୀପ ଶର୍ମା
ଫଜଲହକ ଫାରୁକି
କ୍ଵେନା ମଫାକା
ଆକାଶ ମେଘଓ୍ଵାଲ
ବୈଭବ ସୂର୍ଯ୍ୟବଂଶୀ
ଶୁଭମ ଦୁବେ
ଯୁଦ୍ଧବୀର ସିଂ
କୃଣାଲ ସିଂ ରାଠୋର
ଅଶୋକ ଶର୍ମା
କୁମାର କାର୍ତ୍ତିକେୟ
DC
ଅକ୍ଷର ପଟେଲ
କୁଲଦୀପ ଯାଦବ
ଟ୍ରିଷ୍ଟନ ଷ୍ଟବ୍ସ
ଅଭିଷେକ ପୋରେଲ
କେଏଲ୍ ରାହୁଲ
ଫାଫ୍ ଡୁ ପ୍ଲେସିସ୍
ଜେକେ ଫ୍ରେଜର ମ୍ୟାକଗର୍କ
ମିଚେଲ ଷ୍ଟାର୍କ
ହ୍ୟାରି ବ୍ରୁକ୍
ଟି ନଟରାଜନ୍
ମୁକେଶ କୁମାର
ମୋହିତ ଶର୍ମା
ସମୀର ରିଜଭି
ଆଶୁତୋଷ ଶର୍ମା
କରୁଣ ନାୟର
ଦର୍ଶନ ନାଲକାଣ୍ଡେ
ବିପରାଜ ନିଗମ
ଦୁଷ୍ମନ୍ଥା ଚାମିରା
ଡୋନୋଭାନ ଫେରେରା
ଅଜୟ ମଣ୍ଡଳ
ମନୱନ୍ତ କୁମାର
ତ୍ରିପୁରାନା ବିଜୟ
ମାଧବ ତିୱାରୀ
SRH
ପ୍ୟାଟ୍ କମିନ୍ସ
ଅଭିଷେକ ଶର୍ମା
ନୀତୀଶ ରେଡ୍ଡୀ
ହେନରିକ କ୍ଲାସେନ୍
ଟ୍ରେଭିସ୍ ହେଡ୍
ଇଶାନ କିଶନ
ମହମ୍ମଦ ଶାମି
ହର୍ଷଲ ପଟେଲ
ଅଭିନବ ମନୋହର
ରାହୁଲ ଚହର
ଆଡମ ଜାମ୍ପା
ସିମରଜିତ ସିଂ
ଇଶାନ ମାଲିଙ୍ଗା
ବ୍ରେଣ୍ଡନ କାରସେ
ଜୟଦେବ ଉନାଦକତ
ଅନିକେତ ବର୍ମା
ଅଥର୍ବ ତାଏଡେ
ସଚିନ ବେବି
PBKS
ଶ୍ରେୟସ୍ ଆୟର
ୟୁଜବେନ୍ଦ୍ର ଚହଲ
ଅର୍ଶଦୀପ ସିଂ
ଶଶାଙ୍କ ସିଂ
ପ୍ରଭସିମରନ ସିଂ
ମାର୍କସ୍ ଷ୍ଟୋଇନିସ୍
ମାର୍କୋ ଜନସେନ
ନେହଲ ଓ୍ଵାଡେରା
ଗ୍ଲେନ୍ ମ୍ୟାକ୍ସୱେଲ
ପ୍ରିୟାଂଶ ଆର୍ଯ୍ୟ
ଜୋଶ ଇଂଗ୍ଲିଶ
ଅଜମତୁଲ୍ଲା ଓମାରଜାଇ
ଲକି ଫର୍ଗୁସନ
ବୈଶାକ ବିଜୟକୁମାର
ବିଷ୍ଣୁ ବିନୋଦ
କୁଲଦୀପ ସେନ୍
ସୂର୍ଯ୍ୟନ୍ ଶେଗଡେ
ମୁଶୀର ଖାନ
ହରନୂର ପନ୍ନୁ
ଜାଭିୟର ବାର୍ଟଲେଟ୍
ପାଲିଆ ଅବିନାଶ
ପ୍ରବୀଣ ଦୁବେ
RCB
ବିରାଟ କୋହଲି
ଜୋଶ ହେଜେଲଉଡ
ଫିଲ ସଲ୍ଟ
ରଜତ ପାଟିଦାର
ଜିତେଶ ଶର୍ମା
ଭୁବନେଶ୍ଵର କୁମାର
ଲିୟାନ ଲିଭିଙ୍ଗଷ୍ଟୋନ
ରଶିଖ ସଲାମ
କୃଣାଲ ପାଣ୍ଡ୍ୟା
ୟଶ ଦୟାଲ
ଟିମ୍ ଡେଭିଡ୍
ସୁୟଶ ଶର୍ମା
ଜ୍ୟାକବ ବେଥେଲ
ଦେବଦତ୍ତ ପାଡିକଲ
ନୁଓ୍ଵାନ ତୁଷାରା
ରୋମାରିଓ ଶେଫର୍ଡ
ଲୁଙ୍ଗି ଏନଗିଡି
ସ୍ଵପ୍ନିଲ ସିଂ
ଅଭିନନ୍ଦନ ସିଂ
ସ୍ଵାସ୍ତିକ ଚିକାରାଟ
ମୋହିତ ରାଠି
ମନୋଜ ଭଣ୍ଡାଗେ
LSG
ନିକୋଲାସ ପୁରନ
ରବି ବିଷ୍ଣୋଇ
ମୟଙ୍କ ଯାଦବ
ମୋହସିନ୍ ଖାନ
ଆୟୁଷ ବଦୋନୀ
ଋଷଭ ପନ୍ତ
ଡେଭିଡ ମିଲର
ଆଡନ ମାରକ୍ରମ
ମିଚେଲ୍ ମାର୍ଶ
ଅଭେଶ ଖାଁ
ଅବଦୁଲ ସାମଦ
ଆର୍ଯ୍ୟନ ଜୁୟାଲ
ଆକାଶ ଦୀପ
ହିମ୍ମତ ସିଂ
ଏମ ସିଦ୍ଧାର୍ଥ
ଦିଗବେଶ ସିଂ
ଶାହବାଜ ଅହମ୍ମଦ
ଆକାଶ ସିଂ
ସମର ଯୋଶେଫ
ପ୍ରିନ୍ସ ଯାଦବ
ଯୁବରାଜ ଚୌଧୁରୀ
ରାଜବର୍ଦ୍ଧନ ହଙ୍ଗରଗେକର
ଅର୍ଶିନ କୁଲକର୍ଣ୍ଣି
ମାଥ୍ୟୁ ବ୍ରିଟଜକେ
GT
ଶୁଭମନ ଗିଲ
ରଶିଦ ଖାନ
ସାଇ ସୁଦର୍ଶନ
ରାହୁଲ ତେଓ୍ଵତିଆ
ଶାହରୁଖ ଖାନ
ଜୋସ ବଟଲର
ମହମ୍ମଦ ସିରାଜ
କାଗିସୋ ରାବଡ଼ା
ପ୍ରସିଦ୍ଧ କୃଷ୍ଣା
ଓ୍ଵାଶିଂଟନ ସୁନ୍ଦର
ଶେରଫେନ ରଦରଫୋର୍ଡ
ଗେରାଲ୍ଡ କୋଏତଜି
ଆର ସାଇ କିଶୋର
ମହିପାଲ ଲୋମରୋର
ଗୁରନୂର ସିଂ ବରାର
ମହମ୍ମଦ ଅର୍ଶଦ ଖାଁ
ଇଶାନ୍ତ ଶର୍ମା
କୁମାର କୁଶାଗ୍ରେ
ମାନବ ସୁଥାର
ଅନୁଜ ରାଓ୍ଵତ
ମାନବ ସିନ୍ଧୁ
ଜୟନ୍ତ ଯାଦବ
ଗ୍ଲେନ ଫିଲିପ୍ସ
କରୀମ ଜନତ
କୁଲବନ୍ତ ଖେଜୁରଲିୟା