ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରିଛି। ଶ୍ରେୟସ ଆୟର ଏବଂ ରବି ବିଷ୍ଣୋଇ ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଛନ୍ତି। ଏକଦିବସୀୟ ସିରିଜ ସମୟରେ ଆହତ ହୋଇଥିବା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ସମସ୍ତ ପାଞ୍ଚଟି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ଜାନୁଆରୀ ୨୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖେଳାଯିବ।
Read More >