ମୁମ୍ବାଇ: ଭାରତୀୟ କ୍ରିକେଟ ଦଳକୁ ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଦେଇଥିବା ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ଆଉ ଦୁଇଟି ଦାୟିତ୍ୱ ମିଳିଛି । ସେ ଦୁଇଟି ଘରୋଇ ଟୁର୍ଣ୍ଣାମେଣ୍ଟର ମଙ୍ଗୁଆଳ ହେବେ । ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ପାଇଁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ହସ୍ତାନ୍ତର କରାଯାଇଛି ।
Read More >