ଇଟାଲୀର ଜାନିକ୍ ସିନର ରବିବାର ରାତିରେ ଏକ ରୋମାଞ୍ଚକର ମ୍ୟାଚ୍ରେ ଜର୍ମାନୀର ଆଲେକଜାଣ୍ଡାର ଜଭେରେଭଙ୍କୁ ପରାସ୍ତ କରି ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଏହା ସହିତ ବିଶ୍ୱର ୧ ନମ୍ବର ଟେନିସ୍ ଖେଳାଳି ତାଙ୍କର ଟାଇଟଲ୍ ବଜାୟ ରଖିଛନ୍ତି। ସିନର ଜ୍ଭେରେଭଙ୍କୁ ୬-୭ (୭/୯), ୭-୬ (୭/୨), ୬-୩, ୬-୪ରେ ପରାସ୍ତ କରିଥିଲେ।
Read More >