ଗତ ଶନିବାର ଆଇପିଏଲ୍-୨୦୨୬ରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ବିଜୟୀ ହୋଇଥିଲେ। ପ୍ରଥମ ମ୍ୟାଚ୍ରେ ମୁମ୍ବାଇକୁ ଦିଲ୍ଲୀ ଛଅ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ, ରାଜସ୍ଥାନ ଏକ ରୋମାଞ୍ଚକର ମୁକାବିଲାରେ ଗୁଜରାଟକୁ ସଂକୀର୍ଣ୍ଣ ଛଅ ରନରେ ପରାସ୍ତ କରିଥିଲା।
Read More >