ଦିନିକିଆରେ ଶୁବମନ ଗିଲ୍ ଙ୍କ ଦ୍ବିଶତକ | ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିଶତକ ଲଗାଇଲେ ଗିଲ୍ | ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ଦିନିକିଆରେ ଦ୍ବିଶତକ | ଲଗାତାର ଭାବେ 3ଟି ଛକା ମାରି ଦ୍ବିଶତକ କରିଲେ ଗିଲ୍ | 145 ବଲରେ 8ଟି ଛକା, 19 ଚୌକା ବଳରେ ଦ୍ବିଶତକ ହାସିଲ କଲେ ଗିଲ୍ | ପଞ୍ଚମ ଭାରତୀୟ ଭାବେ ଦ୍ବିଶତକ କରିଛନ୍ତି ଗିଲ୍ |