ମାଟି ଚୁଲୀରେ ରୋଷେଇ କଲେ ମାଷ୍ଟର ବ୍ଲାଷ୍ଟର ସାଙ୍ଗରେ ଥିଲେ ଝିଅ ସାରା ଓ ପତ୍ନୀ ଅଞ୍ଜଳୀ ଖବର ଓଡିଶା : 06/05/2023: Share story: ମୁମ୍ବାଇ: ସବୁବେଳେ ନିଜର ନୂଆ ରେକର୍ଡ ପାଇଁ ଚର୍ଚ୍ଚାରେ ଥାଆନ୍ତି କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଏଥର କିନ୍ତୁ ଖେଳ ପାଇଁ ନୁହେଁ ବରଂ ନିଜର ନିଆରା ତଥା ଅଲଗା କିଛି ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ନିଜର ୫୦ତମ ଜନ୍ମ ଦିନର କିଛି ଦିନ ପରେ ସଚିନ ତେନ୍ଦୁଲକର ନିଜ ଇନଷ୍ଟା ଆଇଡିରେ ଏହି ଫଟୋକୁ ସେୟାର କରିଛନ୍ତି । ସଚିନ ନିଜ ଇନଷ୍ଟାଗ୍ରାମରେ ଯେଇଁ ଷ୍ଟୋରୀ ସେୟାର କରିଛନ୍ତି, ସେଥିରେ ପତ୍ନୀ ଅଞ୍ଜଳି ଓ ଝିଅ ସାରା ତେନ୍ଦୁଲକର ନଜର ଆସିଛନ୍ତି । ମାଷ୍ଟର ବ୍ଲାଷ୍ଟର ମାଟି ଚୁଲୀକୁ ନିଜେ ଫୁଙ୍କି ଖାଦ୍ୟ ରାନ୍ଧୁଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗତ ଅପ୍ରେଲ ମାସ ୨୪ ତାରିଖରେ କ୍ରିକେଟର ଗଡଙ୍କୁ ୫୦ ବର୍ଷ ପୁରିଛି । ଗ୍ରାଉଣ୍ଡରେ ଶତକ ଓ ଅର୍ଦ୍ଧଶତକ ମାରୁଥିବା ସଚିନ, ବୟସରେ ଅର୍ଦ୍ଧଶତକ ମାରିଛନ୍ତି । ଜନ୍ମ ଦିନ ଅବସରରେ ଝିଅ ସାରା ଓ ପତ୍ନୀ ଅଞ୍ଜଳୀଙ୍କ ସହିତ ମାଟି ଚୁଲୀରେ କାଠ ଜାଳି ରୋଷେଇ କରୁଥିବା ଦେଖିବାକୁ ମିଳିଛି । View this post on Instagram A post shared by Sachin Tendulkar (@sachintendulkar) ଏହି ଫଟୋକୁ ସେୟାର ପୋଷ୍ଟ କରି ସଚିନ ଲେଖିଛନ୍ତି, ଏହା ସମ୍ଭବ ନୁହେଁ, ଆପଣ ପ୍ରତିଦିନ ଅର୍ଦ୍ଧଶତକ ମାରିବେ, ଯେଉଁଦିନ ଏହା ହୋଇଥାଏ, ଆପଣ ସେହି ଲୋକଙ୍କ ସହିତ ଖୁସି ମନଇବାକୁ ସୁଯୋଗ ମିଳିଥାଏ ଯିଏ ଆପଣଙ୍କୁ ଅଧିକ ଚାହାନ୍ତି । ୫୦ତମ ଜନ୍ମ ଦିନରେ ଏକ ଗାଁ ପରିବେଶରେ ଟିମ୍ ସହିତ ଏଭଳି ଭାବେ ଜନ୍ମଦିନକୁ ସେଲିବ୍ରିସନ କରାଗଲା। ତେବେ ଜନ୍ମଦିନ ପାର୍ଟିରେ ସଚିନ ନିଜ ପୁଅ ଅର୍ଜୁନ ତେନ୍ଦୁଲକରରୁ ମନେ ପକାଇଛନ୍ତି ସଚିନ୍ । ଅର୍ଜୁନ ତେନ୍ଦୁଲକର ଏବେ ମୁମ୍ବାଇ ଇଣ୍ଡିଆନ୍ ଦଳରୁ ଆଇପିଏଲ ଖେଳୁଛନ୍ତି । ଏହାକୁ କିଛି ଫ୍ୟାନ୍ସ ପ୍ରଶଂସା କରିଥିବା ବେଳେ କିଛି ଫ୍ୟାନ୍ସ ମଜାଳିଆ ଅନ୍ଦାଜରେ ସୁବମନ୍ ଗିଲଙ୍କ କଥା କମେଣ୍ଟରେ ପଚାରିଛନ୍ତି । ସଚିନଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ମାନେ ମଜାଳିଆ ଅନ୍ଦାଜରେ ଲେଖିଛନ୍ତି, କେବଳ ଅର୍ଜୁନଙ୍କୁ ମିସ୍ କରିଛନ୍ତି, ସୁବମନ ଗିଲଙ୍କୁ ମିସ୍ କରୁନାହାନ୍ତି ? ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସଚିନ ତେନ୍ଦୁଲକର, ସୁବମନ୍ ଗିଲଙ୍କ ପାଇଁ ରୋଷେଇ କରୁଛନ୍ତି । ସେହିଭଳି ଅନ୍ୟ ଜଣେ ୟୁଜର୍ସ ସଚିନଙ୍କୁ ସମ୍ମାନ ଜଣାଇ ଲେଖିଛନ୍ତି '' ଏଇ ଫଟୋରୁ ଏହା ପ୍ରମାଣିତ ହେଉଛି ଯେ ଆପଣ ସବୁ ବର୍ଗର ମଣିଷଙ୍କ କଥା ଚିନ୍ତା କରନ୍ତି ଯେଉଁମାନେ କି ନୀତିଦିନ ଏଭଳି ଜୀବନ ଜିଅନ୍ତି , ଆପଣ ଏହି ଫଟୋ ଅପଲୋଡ କରି ଦେଖାଇଦେଇଛନ୍ତି କି ଦୁନିଆ କେବଳ ମୁମ୍ବାଇ କି ମାଳଦ୍ଵୀପରେ ସୀମିତ ନୁହଁ । ତେବେ ଏହି ଫଟୋ ପୋଷ୍ଟ ହେବାର କ୍ଷଣିକ ମଧ୍ୟରେ ଭାଇରାଲ୍ ହୋଇଛି ଓ ଲକ୍ଷ ଲକ୍ଷ ୟୁଜର୍ସମାନେ ଲାଇକ୍ କରିବା ସହିତ ସେୟାର କରିଛନ୍ତି । ଖବର ଓଡ଼ିଶା, Reporter, 07-05-2023 4:05AM ଏସିଆ କପରୁ ଆଜି ଦୁଇଟି ଟିମ୍ ହୋଇ ପାରନ୍ତି ବାହାର, ଭାରତକୁ ମିଳିବ ସୁପର-୪ର ଟିକେଟ୍ Bhakta Samantaray | 15-09-2025 3:08PM ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଆଜି ଦୁଇଟି ଦଳର ଅଭିଯାନ ସମାପ୍ତ ହୋଇପାରେ । ଆଜି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବ Read More > ହାତ ନ ମିଳାଇବାକୁ ନେଇ ହେବେ କି ଦଣ୍ଡିତ ଭାରତୀୟ ଟିମ୍ ? ଜାଣନ୍ତୁ ଆଇସିସିର ନିୟମ... Swagatika Sahoo | 15-09-2025 1:36PM ନୂଆଦିଲ୍ଲୀ: ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ବେଶ ରୋମାଞ୍ଚକର ରହିଥିଲା । ଭାରତ ଅତି ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଛି । କିନ୍ତୁ ଟସ୍ ବେଳେ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ମ୍ୟାଚ୍ ସରିବା ପରେ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସୂର୍ୟ୍ୟ କୁମାର ଯାଦବ ବିପକ୍ଷ ଟିମର ଅଧିନାୟକଙ୍କ ସହିତ ହାତ ନମିଳାଇବାକୁ ନେଇ କିଛି ପ୍ରଶ୍ନ ସୃଷ୍ଟି ହୋଇଛି । Read More > ପହଲଗାମ ଆକ୍ରମଣର ପୀଡିତଙ୍କୁ ବିଜୟ ସମର୍ପିତ କଲେ ସୂର୍ଯ୍ୟକୁମାର ଯାଦବ Lipika Pradhan | 15-09-2025 7:41AM ଏସିଆ କପ୍-୨୦୨୫ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୃଢ଼ ବୟାନ ଦେଇଛନ୍ତି। ସୂର୍ଯ୍ୟକୁମାର ପାକିସ୍ତାନ ବିପକ୍ଷରେ ଏହି ବିଜୟକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। Read More > ସେନା ପରେ ଟିମ୍ ଇଣ୍ଡିଆ ନେଲା ପ୍ରତିଶୋଧ, ପାକିସ୍ତାନକୁ ୭ ୱିକେଟରେ ଚଟାଇଲା ଧୂଳି Bhakta Samantaray | 14-09-2025 11:23PM ଦୁବାଇ: ଆଶା ଅନୁଯାୟୀ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏସିଆ କପର ଲିଗ୍ ପର୍ଯ୍ୟାୟରେ ମାତ୍ ଦେଇଛି Read More > ଭାରତୀୟ ବୋଲରଙ୍କ ଘାତକ ବୋଲିଂ, ୧୨୭ ରନରେ ଆଣ୍ଠେଇଲା ପାକିସ୍ତାନ Bhakta Samantaray | 14-09-2025 9:53PM ଦୁବାଇ: ବହୁ କଳ୍ପନା ଜଳ୍ପନା ଏବଂ ବାଦ ବିବାଦ ପରେ ଶେଷରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାର Read More > ବୟକଟ କ୍ୟାମ୍ପେନକୁ ନେଇ ଚିନ୍ତିତ ଟିମ୍ ଇଣ୍ଡିଆ, ଗମ୍ଭୀରଙ୍କ ପାଖରେ ପହଞ୍ଚିଲେ ସୂର୍ଯ୍ୟା-ଗିଲ୍ Bhakta Samantaray | 14-09-2025 11:17AM ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ । ଗୋଟିଏ ପଟେ କ୍ରିକେଟ୍ ପ୍ରେମୀ ଏହି Read More > ଏସିଆ କପ-୨୦୨୫ରେ ହାଇଭୋଲଟେଜ୍ ମ୍ୟାଚ୍ ଆଜି: ପ୍ଲେଇଂ ୧୧ରେ ପୁରୁଣା ଶୈଳୀ ଆପଣାଇବ ଟିମ୍ ଇଣ୍ଡିଆ Lipika Pradhan | 14-09-2025 7:11AM ଏସିଆ କପ୍ ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। Read More > ବିିସିସିଆଇର ଏଜିଏମରେ ଯୋଗ ଦେବେ ଗାଙ୍ଗୁଲି ଓ ହରଭଜନ, ମୁଖ୍ୟ ଏଜେଣ୍ଡା ଅଧ୍ୟକ୍ଷ ପଦ Bhakta Samantaray | 13-09-2025 11:24PM ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି, ପୂର୍ବତନ ସ୍ପିନର ହରଭଜନ ସିଂ, ବିସିସିଆଇ ସଚିବ ଦେବଜିତ ସୈକିୟା, ଆଇପିଏଲର ଅଧ୍ୟକ୍ଷ ଅରୁଣ ସିଂ ଧୁମଲ ସେପ୍ଟେମ୍ବର ୨୮ରେ ବିସିସିଆଇର ସାଧାରଣ ବାର୍ଷିକ ବୈଠକରେ ଯୋଗ Read More > ପାକିସ୍ତାନ ସହ କାହିଁକି ଖେଳିବାକୁ ପଡୁଛି, ପ୍ରବଳ ବିରୋଧ ମଧ୍ୟରେ ବିସିସିଆଇର ସଫେଇ Bhakta Samantaray | 13-09-2025 11:02PM ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନର ଏସିଆ କପ୍ ମ୍ୟାଚକୁ ନେଇ ବିବାଦ ଜାରି ରହିଛି । ଏହି ମହାମୁକାବିଲାକୁ ଆଇ କେଇ ଘଣ୍ଟା ବାକି ର Read More > ପାକିସ୍ତାନ ବିପକ୍ଷରେ କେମିତି ରହିବ ଭାରତର ପ୍ଲେଇଙ୍ଗ ଇଲେଭେନ, ଅର୍ଶଦୀପଙ୍କ ପ୍ରତ୍ୟାବର୍ତ୍ତନରେ କିଏ ବାଦ୍ ପଡିବ ? Bhakta Samantaray | 13-09-2025 1:27PM ନୂଆଦିଲ୍ଲୀ: ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏସିଆ କପ ୨୦୨୫ରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ । ଦୁଇ ଦଳ ନିଜ ନିଜର ପ୍ରଥମ Read More > ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କୁ ପରାସ୍ତ କଲେ ଫିଲ୍ ସଲ୍ଟ, ହାସଲ କଲେ ବିସ୍ଫୋରକ ଶତକ Lipika Pradhan | 13-09-2025 9:01AM ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫିଲ୍ ସଲ୍ଟ ବୋଲରମାନଙ୍କୁ ପରାସ୍ତ କରିଛନ୍ତି। Read More > କିଛି ଖେଳାଳି ଜନ୍ମରୁ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି: ଆଫ୍ରିଦି Lipika Pradhan | 12-09-2025 12:31PM ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଭାରତ ବିରୁଦ୍ଧରେ ବିଷ ଓଗାଳିବାକୁ ପଛାଉନାହାଁନ୍ତି। ପୁଣିଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ Read More > Tweets by Khabar Odisha Recent ଆସନ୍ତା ୧୮ରୁ ବୁଲା କୁକୁର ଗଣନା କରିବ ବିଏମସି ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍ସାଇନ୍ସେସ୍ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନକଲି ସାର୍ଟିଫିକେଟରେ ଚାକିରି କରିବା ପଡ଼ିଲା ମହଙ୍ଗା; ଜାଲିଆତି ଧରାପଡିବା ପରେ ବହିଷ୍କାର ହେଲେ ଅଧ୍ୟାପକ, ଆଦାୟ ହେବ ୭ ବର୍ଷର ଦରମା ସିବିଆଇ ପାଇଁ ଆସିଲା ନୂଆ ନିୟମ; ବୋର୍ଡ ପରୀକ୍ଷା ପାଇଁ CBSE ୭ଟି ନିୟମକୁ କଲା ବାଧ୍ୟତାମୂଳକ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |