ନୂଆଦିଲ୍ଲୀ: ସଞ୍ଜୁ ସାମସନ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଲଗାତାର ୩ଟି ମ୍ୟାଚରେ ଫ୍ଲପ ହୋଇଛନ୍ତି । ଏହା ପରେ ସଞ୍ଜୁଙ୍କୁ ବଡ ପରାମର୍ଶ ଦେଇଛନ୍ତି ବରିଷ୍ଠ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରାହାଣେ କହିଛନ୍ତି, ସଞ୍ଜୁଙ୍କୁ ଅଭିଷେକ ଶର୍ମାଙ୍କ ପରି ବ୍ୟାଟିଂ କରିବାର ଆବଶ୍ୟକତା ନାହିଁ । ସାମସନ
Read More >