ବିରାଟଙ୍କ ବ୍ୟାଟକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ ଅଷ୍ଟ୍ରେଲିଆର ବୋଲର - ଜୋସ ହାଜେଲଉଡ଼
Khabar Odisha:Australian-bowlers-are-trying-to-stop-Virat-Kohli--Josh-Hazelwood
ନୂଆଦିଲ୍ଲୀ, ଜୁଲାଇ ୦୫ (ଖବର ଓଡ଼ିଶା):


କରୋନା ମହାମାରୀ ପାଇଁ କ୍ରୀଡା ଜଗତ ସମ୍ପୂର୍ଣ ଠପ ହୋଇଯାଇଛି. ଏହା ପ୍ରଭାବରେ ମଧ୍ୟ କୌଣସି କ୍ରୀଡା ପ୍ରତିଯୋଗିତା ହୋଇପାରୁନାହିଁ. 


ତେବେ ମହାମାରୀ କରୋନା ପରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଟୁର କରାଯିବାର କାର୍ଯ୍ୟକ୍ରମ ରହିଛି. ତେବେ ଏହି ଟୁରରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ଶାନ୍ତ ରଖିବାକୁ ଅଷ୍ଟ୍ରେଲିଆ ଚେଷ୍ଟା କରିବ ବୋଲି ଜୋଶ ହାଜେଲ ଉଡ଼ କହିଛନ୍ତି. 



ଅଷ୍ଟ୍ରେଲିଆ ଟୁରରେ ଅଷ୍ଟ୍ରେଲିଆର  ବୋଲରମାନେ ସେମାନଙ୍କ ଷ୍ଟ୍ରେନ୍ଥରେ ବୋଲିଂଗ କରି ଭାରତୀୟ ବ୍ୟାଟସମ୍ୟାନଙ୍କୁ  ଅସୁବିଧାରେ ପକାଇବେ ବୋଲି ଏହି ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମତ ଦେଇଛନ୍ତି.

  • Tags:

Subscribe

National International State Sports Entertainment