କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ମୁସ୍କିଲ କମ ହେବାର ନାଁ ନେଉନି । ଖବର ଏହା ଯେ, ନନ୍ଦିଗ୍ରାମରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପାର୍ଟିକୁ ପ୍ରାର୍ଥୀ ହିଁ ମିଳୁ ନାହାନ୍ତି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ନନ୍ଦିଗ୍ରାମ ଆସନରେ ଉପନିର୍ବାଚନର ଘୋଷଣା ବି ହୋଇନି । ହେଲେ
Read More >