ଭୁବନେଶ୍ୱର: ଗୋଟିଏ ପରେ ନବାଗତ ନେତା ନୂଆପଡ଼ା ଖରିଆର ରୋଡର ମହମ୍ମଦ ଜୁନେଦଙ୍କ ଘରେ ଆୟକର ବିଭାଗ ଚଢ଼ଉ କରୁଥିବାବେଳେ ସେପଟେ ନୂତନ ପଦ ଦେଇଛି ବିଜୁ ଜନତା ଦଳ । ଜୁନେଦଙ୍କୁ ସମ୍ପାଦକଭାବେ ନିଯୁକ୍ତି ଦେଇଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜୁନେଦଙ୍କୁ ନିଯୁକ୍ତି ମିଳିଛି । Read More >
ସୁନାବେଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ଥର ପାଇଁ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍ ଶୋ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଓ ପ୍ରବଣ ତଥା ଉପାନ୍ତ ଅଞ୍ଚଳ ସୁନାବେଡ଼ା ଗସ୍ତ କରିଛନ୍ତି । ଏହା ଇତିହାସରେ ପ୍ରଥମ ଯେ ଜଣେ ମୁଖ୍ୟମନ୍ତ୍ରୀ ସୁନାବେଡ଼ା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ସାଧାରଣ ସଭାରେ ଯୋଗ ଦେବା ସହିତ ଲୋକଙ୍କ ସହିତ ସିଧାସଳଖ ମିଶି ସେମାନଙ୍କ ଅଭିଯୋଗ ଶୁଣିଛନ୍ତି । Read More >
ଭୁବନେଶ୍ୱର: ବିଜୁ ଜନତା ଦଳ ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ଦେଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ ଏଆଇ ମାଧ୍ୟମରେ ଏଡ଼ିଟ୍ କରାଯାଇ ନୂଆପଡ଼ା ମତଦାତାଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି । Read More >
ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ସେ ହେଲେ ନବାଗତ ବିଜେଡ଼ି ନେତା ମହମ୍ମଦ ଜୁନେଦ । ତାଙ୍କର ଖରିଆର ରୋଡ୍ରେ ଥିବା ବାସଭବନରେ ଚଢ଼ଉ ହେଉଛି । Read More >
ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କେବେ ହେବ ? କାହାକୁ ଦିଆଯିବ ଦଳର ଗୁରୁ ଦାୟିତ୍ୱ ? ଏହାକୁ ନେଇ ଦୀର୍ଘ ସମୟ ହେବ ପ୍ରଶ୍ନ ଉଠି ଆସିଛି । ବିହାର ନିର୍ବା Read More >
ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନର ଅନ୍ତିମ ତଥ୍ୟ ବିହାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି । ଚଳିତ ବର୍ଷ ୧ମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ମତଦାନ ହୋଇଛି । Read More >
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସହାରନପୁର ଭାରତୀୟ ଜନତା ପାର୍ଟୀର ଜଣେ ବରିଷ୍ଠ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ହେଲେ ବିଜେପିର ଅମ୍ବେହତା ବ୍ଲକ୍ ଉପାଧ୍ୟକ୍ଷ ତଥା ଟିଡୋଲି ଗ୍ରାମର ବାସିନ୍ଦା ଧର୍ମସିଂହ କୋରୀ (୬୫) । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । Read More >
ରିଗା: ବିହାରରେ ବିଧାନସଭା ନିର୍ବାଚନ କାରଣରୁ ଦେଶର ରାଜନୀତି ତାତି ଚରମରେ ପହଞ୍ଚିଛି । ମାତ୍ର ଏହା ମଧ୍ୟରେ ରିଗାରେ ରାଲି କରିବା ସମୟରେ କଂଗ୍ରେସ ସାଂସଦ ପ୍ରିୟଙ୍କ ଗାନ୍ଧୀ ମର୍ଯାଦାର Read More >
ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ)ରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ପ୍ରତି ଥର ପରି ଏଥର ବି ବାମପନ୍ଥୀ ସମର୍ଥି Read More >
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏଥର ବମ୍ପର ଭୋଟିଂ ହୋଇଛି। ଏପର୍ଯ୍ୟନ୍ତ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ରେକର୍ଡ ୬୪.୬୬% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୩୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱି Read More >
what-did-the-chief-minister-say-jai-dholakia-cried-on-stage-after-hearing-this Read More >
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ସେତିକି ରଣନୀତିକୁ ଶାଣିତ କରୁଛନ୍ତି । କୌଣସି ଦଳ ଗୋଟିଏ ବି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ନୂଆପଡ଼ା ମତାଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଗୁରୁବାର ଘୋଷଣା ପତ୍ର ଜାରି କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି । Read More >
ମହମ୍ମଦ ଜୁନେଦଙ୍କୁ ସମ୍ପାଦକ ପଦରେ ନିଯୁକ୍ତି ଦେଲା ବିଜେଡ଼ି
କ୍ରିକେଟର ଋଚା ଘୋଷଙ୍କ ଉପରେ ପୁରସ୍କାର ବର୍ଷା, ୩୪ ରନ୍ ପାଇଁ ୩୪ ଲକ୍ଷ, ମିଳିଲା ଡିଏସପି ପଦ
ପୀତବାସଙ୍କ ପରିବାରୁ ଦିଆଯିବ ୨୪ ଘଣ୍ଟିଆ ସୁରକ୍ଷା
୨୪ ବର୍ଷ ଶାସନରେ ଓଡ଼ିଆ କହିପାରିଲେ ନାହିଁ, ଓଡ଼ିଆଙ୍କ ଭାବନାକୁ ବୁଝିପାରିଲେ ନାହିଁ: ମୋହନ